"ଚିନ୍ତାମଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
→‎ରଚନାବଳୀ: ଲିଙ୍କ ଯୋଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୪୩ କ ଧାଡ଼ି:
୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । <ref>{{cite news|last=ରାୟ|first=ଅପୂର୍ବ ରଞ୍ଜନ|title=କବିଶେଖର ଚିନ୍ତାମଣି ମହାନ୍ତି|accessdate= ୧୬ ମାର୍ଚ୍ଚ ୨୦୧୫|newspaper=ସୂର୍ଯ୍ୟପ୍ରଭା|date=୧୬ ମାର୍ଚ୍ଚ ୨୦୧୫|page=ଆ}}</ref>
ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ ।
== ରଚନାବଳ
== ରଚନାବଳୀ ==
ୀ ==
* ଜୀବନ ପଞ୍ଜିକା (ଆତ୍ମଜୀବନୀ)
* ବିବିଧ ସନ୍ଦର୍ଭ
Line ୭୧ ⟶ ୭୨:
* ଯୁଗଳମଠ
{{Col-end}}
 
== ସମ୍ମାନ ଓ ପୁରସ୍କାର ==