"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୨୮ କ ଧାଡ଼ି:
*'''ଅଣ୍ଟିଛୁରୀ ତଣ୍ଟି କାଟେ''' -
*'''ଆକଶ କଇଁଆ ଚିଲିକା ମାଛ-'''
*'''ଆରେ ଢମଣା, ବୁଲି ବୁଲି କରି ସେହି ଅଗଣା'''-
*'''ଆଗେ ଉଦର, ପଛେ ସୋଦର-'''
*'''ଆତୁରେ ନିୟମ ନାସ୍ତି-'''
*'''ଓଧ ସଙ୍ଗେ ଭୁଆଁ ବିରାଡି ବାଇ''' -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
*'''ଚାଷ ତରତର, ବାଣିଜ ମଠ-'''
*'''ଡେଙ୍ଗା ମୁଣ୍ଡରେ ଠେଙ୍ଗା'''-
*'''ତୁଛ୍ଛାକୁ ଏତେ, ଗୋଡେ ମୁଦି ନାହିଁ କଚାଡୁ କେତେ-'''
*'''ତୁଳସୀ ଦୁଇ ପତ୍ରରୁ ବାସେ-'''
*'''ତୁଣ୍ଡ ବାଇଦ ସହସ୍ର କୋଶ-'''
*'''ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର-'''
*'''ଧରି ମାଇଲେ ଯାହା, ବାନ୍ଧି ମାଇଲେ ତାହା-'''
*'''ନଈକେବାଙ୍କ୍, ଦେଶକେ ଫାଙ୍କ୍-'''
*'''ଫମ୍ପା ମାଠିଆର ଶବଦ ବେଶି-'''
*'''ବାଘ ନଥିଲେ ମିରିଗ ନାଟ-'''
*'''ବାହାଘର ଦିନ ବାଇଗଣ ରୁଆ-'''
*'''ବୁଡିଗଲା ଲୋକ ଗୋଡ ତଲକୁ ତଲକୁ-'''
*'''ବୁଡିଯାଉଥିବା ଲୋକକୁ କୁଟାଖିଅ ଆଶ୍ରା-'''
*'''ମଈଁଷି ଶିଙ୍ଗଟି ଫଟା, ଯୁଝିବା ବେଳକୁ ଗୋଟା-'''
*'''ମାରିନେଲେ ମହାପାତ୍ରେ, ଚହିଁଥାରେ ଜଳକା-'''
*'''ଯାହା ନଦେଖିବ ନିଜ ନୟନେ, ପରତେ ନଯିବ ଗୁରୁ ବଚନେ-'''
*'''ଯେ ଦେଶେ ଯାଇ, ସେ ଫଳ ଖାଇ-'''
*'''ସମୟ ବଡ ବଳବାନ-'''
*'''ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ଅବା କାହକୁ ମାରିବ ମାରୁଥାଏ ଚୁଲି ମୁହଁକୁ-'''
*'''ଶୋଇଲା ପୁଅର ଭାଗ ନାହିଁ-'''
*'''ହାତେ ମାପି ଚାଖଣ୍ଡେ ଚାଲ'''-
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି