"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ++
୧୫ କ ଧାଡ଼ି:
| imagesize = 150px
}}
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚମାର୍ଚ୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref> ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା ।<ref>{{Cite news|url=https://www.thehindu.com/news/national/parbati-ghose-odishas-first-female-filmmaker-passes-away/article22733418.ece|title=Parbati Ghose, Odisha’s first female filmmaker, passes away|last=Reporter|first=Staff|date=2018-02-12|work=The Hindu|access-date=2019-03-24|language=en-IN|issn=0971-751X}}</ref> ଓଡ଼ିଆ ନାଟକ <nowiki>''</nowiki>ମମତା<nowiki>''</nowiki> ଓ ହିନ୍ଦୀ ନାଟକ <nowiki>''</nowiki>ଦୋ ଆଁସୁ<nowiki>''</nowiki>ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।<ref>ଦ ସନ୍‌ଡେ ଇଣ୍ଡିଆନ୍</ref> ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''</nowiki>ଆମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଆଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଆଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ହୋଇଛନ୍ତି ।<ref>{{Cite web|url=https://odishasuntimes.com/parbati-ghose-the-actor-who-dazzled-on-and-off-camera-in-odisha-film-industry/|title=Parbati Ghose: The actor who dazzled on and off camera in Odisha film industry {{!}} OdishaSunTimes.com|last=Bureau|first=Odisha Sun Times|language=en-US|access-date=2019-03-24}}</ref>
 
== ବିବାହ ଓ ପରିବାର ==