"ଅବସାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing spaces
ଟିକେ →‎ଚିକିତ୍ସା: ଗବେଷଣା ରିପୋର୍ଟ
୫୭ କ ଧାଡ଼ି:
== ଚିକିତ୍ସା ==
ଅବସାଦଗ୍ରସ୍ତ ମନ ପେସାଗତ ଚିକିତ୍ସା ଲୋଡ଼ିନପାରେ, କେବଳ ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ, ଡାକ୍ତରୀ ଚିକିତ୍ସାରେ ବଦଳ କିମ୍ବା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉଥିବା ଔଷଧ ପରିବର୍ତ୍ତନ କରାଗଲେ ଏହା ଭଲ ହୋଇଯାଇପାରେ । ଲମ୍ବା ସମୟ ଧରି ଯଦି ଜଣେ ଅବସାଦଗ୍ରସ୍ତ ରହୁଛନ୍ତି ଏବଂ ଏଥି ସହ ବାକି ଲକ୍ଷଣଗୁଡିକ ମଧ୍ୟ ଯଦି ଦେଖାଯାଉଛି ତେବେ ଚିକିତ୍ସାଳୟରେ ଯାଇ ଦେଖାଇବା ଉଚିତ । [[ଯୁକ୍ତରାଜ୍ୟ]]<nowiki/>ର ଏକ ଅନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ହେଲ୍ଥ ଆଣ୍ଡ କେୟାର ଏକ୍ସଶିଲେନ୍ସ (NICE) ୨୦୦୯ରେ କହିଥିଲେ କି ଆଣ୍ଟି-ଡିପ୍ରେସାଣ୍ଟ ସାଧାରଣ ଅବସାଦ ନିମିତ୍ତ ସର୍ବଦା ନେବା ଭଲ ନୁହେଁ ।<ref>[http://www.nice.org.uk/guidance/cg90/chapter/key-priorities-for-implementation NICE guidelines, published October 2009]. Nice.org.uk. Retrieved on 2015-11-24.</ref>
 
ସନ ୨୦୧୯ରେ ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁଯାଇ, ରକ୍ତ ପରୀକ୍ଷାଦ୍ୱାରା ଅବସାଦ ଚିହ୍ନଟ କରିହେବ । ସାଧାରଣତଃ ଅବସାଦଗ୍ରସ୍ତ ରୋଗୀଙ୍କ ରକ୍ତ ପ୍ଲାଜମାରେ ଅନିୟମିତତା ଦେଖାଯାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଥିଲା ।<ref>{{Cite web|url=http://www.dharitri.com/main/news/104750|title=ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...|last=Dharitri|website=Dharitri.com|language=en|access-date=2019-03-23}}</ref>
 
 
== ଆଧାର ==
"https://or.wikipedia.org/wiki/ଅବସାଦ"ରୁ ଅଣାଯାଇଅଛି