"ହାର୍ନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ସାଧାରଣ ବନାନ ସୁଧାର
୫୧ କ ଧାଡ଼ି:
== ଚିହ୍ନ ଓ ଲକ୍ଷଣ ==
{{^|[[Image:Hernia.JPG|thumb|Frontal view of an inguinal hernia (right).]]}}
ସାଧାରଣତଃ ପେଟରେ ଅଧିକ ହାର୍ନିଆ ଦେଖାଯାଏ । [[ପେଟ]]ରେ ଥିବା ବିଭିନ୍ନ ସ୍ତର କାନ୍ଥରେ ବେଳେ ବେଳେ କ୍ଷୁଦ୍ର ଦୁର୍ବଳତା ବା କଣା ରହିଯାଏ । [[ଚର୍ବି]] ବା ପେଟର ଅଙ୍ଗ ଯଥା [[ଅନ୍ତ ନଳୀ]] ତାହାର [[ପେରିଟୋନିଅମ]] ଘୋଡ଼ଣି ସହ ସେହି ଦୁର୍ବଳ ପଥ ଦେଇ ସ୍ଥାନଚ୍ୟୁତ ହୁଏ ଓ ପେଟ କାନ୍ଥର ଅନ୍ୟ ସ୍ତରମାନଙ୍କ ମଧ୍ୟରେ ରହେ । ସମୟକ୍ରମେ ଏହା ଅଧିକରୁ ଅଧିକ ନିଜ ସ୍ଥାନରୁ ବାହାରି ଆସେ । ଏହି ଭଳି ହାର୍ନିଆ [[ମେଡିଆସ୍ଟାଇନମମେଡ଼ିଆସ୍ଟାଇନମ]]ଠାରେ ଓ [[ମେରୁଦଣ୍ଡ]]ରେ ମଧ୍ୟ ଦେଖାଯାଏ । <br />
ହାର୍ନିଆ ହୋଇଥିବା ଅଂଶ ନିଜ ସ୍ଥାନକୁ ଫେରିଯାଇପାରେ ଓ ଆଉଥରେ ବାହାରି ଆସିପାରେ । ହାର୍ନିଆ ହେବା ସ୍ଥାନରେ ସାମାନ୍ୟ କଷ୍ଟ ହୁଏ ଓ ଗୋଟିଏ ଫୁଲା ଦେଖାଯାଏ । ହାର୍ନିଆରେ ଅନ୍ତ ନଳୀ ଥିଲେ ଅଟକି ଯିବା ସମ୍ଭାବନା ଥାଏ ଓ ଏପରି ହେଲେ ତାହାର ଧମନୀ ଚିପି ହୋଇ ରକ୍ତ ସରବରାହ ବନ୍ଦ ହୋଇଯାଏ । ଏହାକୁ [[ସ୍ଟ୍ରାଙ୍ଗୁଲେଟେଡ ହାର୍ନିଆ]] କୁହାଯାଏ ଓ ଏତିକି ବେଳେ [[ଜର]], [[ବାନ୍ତି]] ମଧ୍ୟ ହୁଏ । ଏତିକି ବେଳେ ଅତ୍ୟଧିକ ଯନ୍ତ୍ରଣା ଓ ଦରଜ ହୁଏ ଏବଂ ତନ୍ତୁ ମରିଯିବା ସମ୍ଭାବନା ସୃଷ୍ଟି ହୁଏ । [[ଇଙ୍ଗୁଇନାଲ ହାର୍ନିଆ]] ହେଲେ କୋଷର ଉପର ପାର୍ଶ୍ୱରେ ଫୁଲା ଦେଖାଯାଏ ଓ ସମୟକ୍ରମେ ତଳକୁ ଖସିବାକୁ ଲାଗେ । କୋଷ ମଧ୍ୟରେ ଉପରୁ ତଳକୁ ଗୋଟିଏ କିଛି ଟାଣି ହୋଇଯିବା ଭଳି ଲାଗେ<ref>{{cite web|url=http://www.mayoclinic.com/health/inguinal-hernia/DS00364/DSECTION=symptoms| title=Symptoms|accessdate=2010-05-24}}</ref> । ହାର୍ନିଆ ନିଜ ସ୍ଥାନକୁ ଫେରି ନ ପାରିଲେ ତାହାକୁ ଇରୁଡିଇସିବ୍ଲ ହାର୍ନିଆ କୁହାଯାଏ । ଏହା ଏକ ଯାନ୍ତ୍ରଣାଦାୟକ ଅବସ୍ଥା । <br />
ଡାଏଫ୍ରାମାଟିକ୍ ହାର୍ନିଆ ଭଳି ହାର୍ନିଆ ଯାହା ହାତ ପାହାନ୍ତାରେ ନ ଥାଏ ତାହାକୁ ଜାଣିବା ନିମନ୍ତେ ମଲ୍ଟିଡିଟେକ୍ଟର ସି.ଟି. ଆବଶ୍ୟକ ହୁଏ । <ref>{{cite journal |author=Lee HK, Park SJ, Yi BH |title=Multidetector CT reveals diverse variety of abdominal hernias |journal=Diagnostic Imaging |volume=32 |issue=5 |pages=27–31 |year=2010 |url=http://www.diagnosticimaging.com/ct/content/article/113619/1575055}}</ref>
"https://or.wikipedia.org/wiki/ହାର୍ନିଆ"ରୁ ଅଣାଯାଇଅଛି