୩୮,୭୦୪
ଗୋଟି ସମ୍ପାଦନା
ଟିକେ (ବ/ୱ ଫଳା ବଦଳ) |
ଟିକେ (ସାଧାରଣ ବନାନ ସୁଧାର) |
||
== ଜୀବନୀ ଓ ଜୀବିକା ==
ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସରେ
ଆନନ୍ଦ ଭିକାତନ ମେଗାଜିନରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀଙ୍କ ତତ୍ୱାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀଙ୍କ ଚିତ୍ର ଅଙ୍କନରେ ଖୁବ ମନ ଦଉଥିଲେ ।
|