"ରାମଚନ୍ଦ୍ର ହାଁସଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
୨୮ କ ଧାଡ଼ି:
}}
 
'''ରାମଚନ୍ଦ୍ର ହାଁସଦା''' ଜଣେ [[ଭାରତ|ଭାରତୀୟ]] ରାଜନୀତିଜ୍ଞ । ସେ [[୨୦୧୪ ଭାରତୀୟ ସାଧାରଣ ନିର୍ବାଚନ|୨୦୧୪ ମସିହା]]<nowiki/>ରେ [[ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତର ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://eciresults.nic.in/statewiseS18.htm?st=S18|title=Constituencywise Trends|publisher=Election Commission of India|access-date=18 May 2014}}</ref> ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ [[ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି]] ଛାଡ଼ି [[ବିଜୁ ଜନତା ଦଳ]]<nowiki/>ରେ ଯୋଗ ଦେଇଥିଲେ ।<ref>{{Cite web|url=http://www.dailypioneer.com/state-editions/bhubaneswar/many-defectors-emerge-victorious-in-state.html|title=Many defectors emerge victorious in State|publisher=The Pioneer|access-date=18 May 2014}}</ref><ref>{{Cite web|url=http://zeenews.india.com/news/odisha/all-4-ncp-mlas-join-bjd-along-with-their-general-secretary_780005.html|title=All 4 NCP MLAs join BJD along with their general secretary|publisher=Zee News|access-date=18 May 2014}}</ref> ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରାସିବିଆଇଦ୍ୱାରା ଗିରଫ ହୋଇଥିଲେ ।<ref>{{Cite web|url=http://indiatoday.intoday.in/story/odisha-chit-fund-scam-cbi-arrests-bjd-mp-ram-chandra-hansdah/1/399087.html|title=Odisha chit fund scam: CBI arrests BJD MP, 2 former MLAs|website=India Today}}</ref><ref>{{cite news |title=ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି |url=http://sambad.in/state/mp-ramchandra-hansda-admitted-to-hospital-7153/ |accessdate=21 January 2019 |work=Sambad |date=8 October 2017}}</ref> ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।<ref>{{cite news |title=ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ |url=http://www.dharitri.com/main/news/51940 |accessdate=21 January 2019 |work=Dharitri.com |language=en}}</ref>
 
== ଆଧାର ==