"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
୧ କ ଧାଡ଼ି:
[[File:DickseeRomeoandJuliet.jpg|thumb|ଅର୍ଚ୍ଚେଥିପଲ ପ୍ରେମୀ "ରୋମିୟୋ ଓ ଜୁଲିୟେଟ" ଦ୍ୱାରା ଚିତ୍ରିତ "ଫ୍ରାଙ୍କ ବର୍ଣ୍ଣ ଡ଼ିସ୍କ"]]
'''ପ୍ରେମ ବିବାହ''' ଶବ୍ଦଟି ସାଧାରଣତଃ ଦକ୍ଷିଣ ଏସିଆ, ଖାସ କରି ଭାରତ,ପାକିସ୍ତାନ,ବଙ୍ଗଳାଦେଶ ଓ ଶ୍ରୀଲଙ୍କାରେ ବର୍ଣ୍ଣିତ ଅଟେ । ଏହା ଏପରି ଏକ ବିବାହ ଅଟେ ଯେଉଁଠାରେ ପୁଅ ଏବଂ ଝିଅ ନିଜ ଇଚ୍ଛାରେ ନିଜ ମନପସନ୍ଦ ସାଥି ସହିତ ପରିବାରର ସହମତି କିମ୍ବା ବିନା ସହମତିରେ ବିବାହ କରିଥାନ୍ତି ।<ref name="Donner2012">{{cite book|author=Mr Henrike Donner|title=Domestic Goddesses: Maternity, Globalization and Middle-class Identity in Contemporary India|url=https://books.google.com/books?id=ysehAgAAQBAJ&pg=PA80|accessdate=31 January 2015|date=28 December 2012|publisher=Ashgate Publishing, Ltd.|isbn=978-1-4094-9145-3|pages=80, 86}}</ref><ref name=SriLanka>{{cite news|title=Glitz and tradition at Sri Lanka society wedding|url=https://www.bbc.com/news/world-south-asia-13060799|accessdate=31 January 2015|work=[[BBC News]]|date=13 April 2011|quote=Society is becoming more Westernised, too: this is a love marriage, not one arranged by the family.}}</ref><ref name=Afghan>{{cite news|title=Pakistan police to protect Afghan runaway couple|url=https://www.bbc.com/news/world-asia-18952987|accessdate=31 January 2015|work=[[BBC News]]|date=23 July 2012|quote=The couple say that they entered Pakistan illegally about three weeks ago and had a secret love marriage.}}</ref> ପ୍ରେମ ବିବାହର କୌଣସି ସ୍ପଷ୍ଟ ପରିଭାଷା ନାହିଁ । ଏହା ସାଧାରଣତଃ ଏକ ବିବାହର ବର୍ଣ୍ଣନା କରିବା ପାଇଁ ଉପ୍ୟୋଗ କରାଯାଏ ଯାହା ଯୁଗଳର ଏକମାତ୍ର ନିର୍ଣ୍ଣୟ ଅଟେ ।
== ଭାରତରେ ପ୍ରେମ ବିବାହ ==
୫ କ ଧାଡ଼ି:
ଭାରତରେ ଏହା ୧୯୭୦ ପର ଠାରୁ ପ୍ରଚଳିତ ହୋଇଥିଲା । ଏହି ବିବାହରେ ପରିବାରର ସୀକୃତି ବାଧ୍ୟତାମୂଳକ ନୁହେଁ । "ପ୍ରେମ ବିବାହ" ଶବ୍ଦର ବ୍ୟଭାର ବିବାହର ଏକ ନୂତନ ଅବଶର ଋପକୁ ଧ୍ୟାନାନ୍ତର କରାଇଥାଏ, ଯେଉଁଥିରେ ଆୟୋଜିତ ବିବାହ ଓ ପ୍ରେମ ବିବାହର ତତ୍ତ୍ୱ ଉଭୟ ସାମିଲ ହୋଇ ରହିଥାଏ ।<ref name="Twamley2014">{{cite book|author=Katherine Twamley|title=Love, Marriage and Intimacy Among Gujarati Indians: A Suitable Match|url=https://books.google.com/books?id=haUAAwAAQBAJ&pg=PA68|accessdate=31 January 2015|date=12 February 2014|publisher=Palgrave Macmillan|isbn=978-1-137-29430-2|page=68}}</ref>
୨୦୧୨ ଏନଡ଼ିଟିଭି ସର୍ଭେ ଅନୁସାରେ ୭୪% ଲୋକେ ଆୟୋଜିତ ବିବାହକୁ ପସନ୍ଦ କରିଥିଲେ ।<ref name=StillArranged>{{cite news|title=NDTV mid-term poll: Does India still want arranged marriages?|url=http://www.ndtv.com/india-news/ndtv-mid-term-poll-does-india-still-want-arranged-marriages-498043|accessdate=14 February 2015|work=[[NDTV]]|date=5 September 2015}}</ref>
୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ "ଇଣ୍ଟରନ୍ୟାସନାଲ ସେଣ୍ଟର ଫର ରିସର୍ଚ ଅନ ଓମ୍ୟାନ" ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଲା କି, ୧୧.୭% ପୁରୁଷ ଓ ୮.୫% ମହିଳାମାନେ ନିଜ ଜୀବନସାଥୀଙ୍କୁ ନିଜେ ବାଛି ଥିଲେ ଏବଂ ପରିବାର ସହମତି କିମ୍ବା ବିନା ସହମତିରେ ବିବାହ କରିଥିଲେ ।<ref>{{Cite web|url = http://www.icrw.org/publications/masculinity-intimate-partner-violence-and-son-preference-india|title = Masculinity, Intimate Partner Violence and Son Preference in India|publisher = International Center for Research on Women}}</ref>
 
== ପାକିସ୍ତାନରେ ପ୍ରେମ ବିବାହ ==
ପାକିସ୍ତାନରେ ପରିବାର ଦ୍ୱାରାପରିବାରଦ୍ୱାରା ଠିକ ହୋଇଥିବା ବିବାହ ଆଦର୍ଶ ଅଟେ ଓ ପ୍ରେମ ବିବାହ ବିରଳ ଅଟେ ।(ମାନବ ହତ୍ୟା)ର ବହୁ ମାମଲା ପ୍ରତି ବର୍ଷ ରେକର୍ଡ କରାଯାଏ ।<ref name=StoningVictim>{{cite news|title=Pakistan stoning victim's husband condemns police|url=https://www.bbc.com/news/world-asia-27614359|accessdate=31 January 2015|work=[[BBC News]]|date=29 May 2011}}</ref> ଏଠାରେ ପ୍ରେମ ବିବାହ ବିରଳ । ଲୋକମାନେ ଏହାର ଘୋର ବିରୋଧ କରନ୍ତି । ପ୍ରାୟ ଘଟଣାରେ ଝିଅକୁ ମାରି ଦିଆଯାଇଥାଏ । ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିବାର ବି ନଜର ରହିଛି ।<ref name=PakistanCoupleMurdered>{{cite news|title=Pakistan ‘love marriage’ couple murdered by girl’s family|url=http://www.thenational.ae/world/south-asia/pakistan-x2018love-marriagex2019-couple-murdered-by-girlx2019s-family|accessdate=31 January 2015|work=[[The National (Abu Dhabi)]]|date=29 June 2014}}</ref> ପାକିସ୍ତାନରେ "ମାନବାଧିକାର ଆୟୋଗ" ମିଡିଆରେ ରିପୋର୍ଟ କରାଯାଇଥିବା ଏପରି ମୋକଦ୍ଦମା ୮୬୯ ମାମଲାକୁ ଗଣିଥିଲା, କିନ୍ତୁ ଧ୍ୟାନ ଦେଇଥିଲା ଯେ ଏହିପରି ବହୁ ମାମଲା ଅପ୍ରାପ୍ତ ମଧ୍ୟ ହୋଇପାରେ ।<ref name=RuralHeartland>{{cite news|title=Dark tale of love and murder in Pakistan's rural heartland|url=https://www.reuters.com/article/2014/05/30/us-pakistan-woman-murder-idUSKBN0EA1IG20140530|accessdate=31 January 2015|work=[[Reuters]]|date=30 May 2014}}</ref>
 
==ବଙ୍ଗଳାଦେଶରେ ପ୍ରେମ ବିବାହ==