"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେNo edit summary
୧୨ କ ଧାଡ଼ି:
 
== ଇତିହାସ ==
ମନୁଷ୍ୟ ସଭ୍ୟତାର ବିକାଶରେ ଉଦ୍ଭିଦ ଜଗତର ମହତ୍ୱପୁର୍ଣ ଯୋଗଦାନ ରହିଛି । ଆଦିମକାଳରୁ ଉଦ୍ଭିଦଜାତ ପଦାର୍ଥକୁ ମୁଖ୍ୟତଃ ଖାଦ୍ୟ, ଔଷଧ ତଥା ବିଭ୍ଭିନ୍ନ ନିତ୍ୟବ୍ୟବହୃତ ସାମଗ୍ରି ଭାବେ ବ୍ୟବହର କରାଯାଇଛି। ତେଣୁ ଉଦ୍ଭିଦ ମାନଙ୍କୁ ଅନେକ ପ୍ରାଚୀନ ସଭ୍ୟତାରେ ଅଧ୍ୟୟନ କରାଯାଇଛି। ଉଦହରଣ୍ ସ୍ୱରୂପ ୧୧୦୦ ବି.ସି. ପୂର୍ବରୁ ଲେଖଯାଇଥିବା ଚରକ ସଂହିତାରେ ସମସ୍ତ ଉଦ୍ଭିଦ ଜଗତକୁ ଚାରୋଟି ଶ୍ରେଣୀରେ (ବନସ୍ଫତି, ବୃକ୍ଷ୍ୟ, ବିରୁଧ, ଔଷଧୀ) ବିଭକ୍ତ କରାଯାଇଛି। ସେହିପରି ପ୍ରାଚୀନ ଚୀନ୍ରେଚୀନରେ ମଧ୍ଯ ଉଦ୍ଭିଦ ବିଜ୍ଞାନ ଅଧ୍ୟୟନର ପ୍ରାମଣ ମିଳିଛି।
 
୩୭୧-୨୮୭ ବି.ସି.ରେ ଥିଓଫ୍ରାଷ୍ଟସ୍ (Theophrastus) ହିସ୍ଟୋରିଆ ପ୍ଲାଣ୍ଟାରମ୍ (Historia Plantarum) ନାମକ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ ଉଦ୍ଭିଦ ଜଗତର ଶ୍ରେଣୀବିଭାଗ, ଉଦ୍ଭିଦ ରୋପଣର ବିଭ୍ଭିନ୍ନ ଶୈଳୀ, ଉଦ୍ଭିଦ ପ୍ରଜନନ, ବଣୁଆ ବୃକ୍ଷ, ଲତା ପ୍ରଜାତି, ବିଶାଳ ଗଣ୍ଡିଯୁକ୍ତ ବୃକ୍ଷ, ଗୁଳ୍ମ, ଶସ୍ୟ ତଥା ଡାଲି ଜାତିୟ ଉଦ୍ଭିଦ ଏବଂ ଔଷଧୀୟ ଉଦ୍ଭିଦ ସଂର୍ପକରେ ବର୍ଣ୍ଣନା କରିଥିଲେ। ତେଣୁ ଥିଓଫ୍ରାଷ୍ଟସ୍ଙ୍କୁଥିଓଫ୍ରାଷ୍ଟସ୍‌ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହଯାଏ।
 
୧୬ଶହ ଶତାଦ୍ଧୀରେ ଈଟାଲୀରେ ଅନେକ ଗୁଡିଏ ''ବଟାନିକାଲ୍ ଉଦ୍ୟାନ'' (ବଟାନିକାଲ୍ ଗାର୍ଡେନ୍)ର ସ୍ଥାପନା କରଯାଇଥିଲା। ଏହି ପ୍ରକାରର ଉଦ୍ୟାନ ମାନଙ୍କୁ ଧାର୍ମିକ ଅନୁଷ୍ଠାନ (monastery) ମାନେ ପୃଷ୍ଠପୋଷକତା କରୁଥିଲେ ଏବଂ ଉଦ୍ଭିଦ ବିଜ୍ଞାନ ଅଧ୍ୟୟନର ପ୍ରାସ୍ଛହିତ କରିଥିଲେ। ୧୬୨୧ରେ ଇଉରୋପରେ ପ୍ରଥମ ବଟାନିକାଲ୍ ଉଦ୍ୟାନ ଇଂଲଣ୍ଡ ସ୍ଥିତ ''ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ''ରେ ସ୍ଥାପନ କରଗଲା। ଏହି ସମୟ ପର୍ଯ୍ୟନ୍ତ ଉଦ୍ଭିଦବିଜ୍ଞାନର ଔଷଧୀୟ ବିଜ୍ଞାନର ଅଂଶ ଭାବେ ଗ୍ରହଣ କରାଯାଉଥିଲା।
୨୦ କ ଧାଡ଼ି:
୧୬୬୫ ମସିହାରେ ରବର୍ଟ୍ ହୂକ୍ ( Robert Hooke) ସ୍ଵବିକଶିତ [[ଅଣୁବିକ୍ଷଣ ଯନ୍ତ୍ର]]ଦ୍ୱାରା ଉଦ୍ଭିଦ ବକ୍କଳ (କର୍କ)କୁ ଅନୁଧ୍ୟାନ କରି ଅନେକ ଛୋଟ ଛୋଟ କୋଠରୀ ପରି ଆକୃତି ପାଇଥିଲେ। ପରେ ସେ ସମାକୃତି ଆକାର ଜୀବନ୍ତ ଉଦ୍ଭିଦ ଅଂଗରେ ପାଇଥିଲେ। ଏହି ଛୋଟ କୋଠରୀକୁ [[ଜୀବକୋଷ]] (cell) କୁହାଗଲା। ଜୀବକୋଷ ହେଉଛି ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଏକକ।
 
୧୮ଶହ ଶତାଦ୍ଧୀରେ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। ଜନ୍ରେଜନ୍‌ ରେ (John Ray) କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ବିଭ୍ଭିନ୍ନ ପ୍ରଜାତିର ଫୁଲକୁ ଅନୁଧ୍ୟାନ କରିଥିଲେ। ସେ ପ୍ରଥମେ ଜାତିର (species) ସଂଜ୍ଞାକରଣ କରିଥିଲେ। ପ୍ରଜାତି ହେଉଛି ପ୍ରାଣୀ ବର୍ଗୀକରଣର ଏକକ। ପରେ ୧୭୫୩ରେ [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କୁ ବିଭ୍ଭିନାତାକୁ ଅଧ୍ୟୟନ କରି ବାଇନୋମିଆଲ୍ ନୋମେନକ୍ଳେଚର୍ (binomial nomenclature) ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ସମସ୍ତ ଉଦ୍ଭିଦ ଜଗତକୁ ସେ ୨୪ଟି ଶ୍ରେଣୀରେ ବିଭକ୍ତ କରିଥିଲେ। ଏହି ପଦ୍ଧତି ଅନୁସାରେ ପ୍ରତ୍ୟେକ ଜୀବକୁ ଦୁଇଟି ପଦରେ ନାମିତ କରାଗଲା। ଦୁଇଟି ପଦରୁ ପ୍ରଥମ ପଦଟିକୁ ''ପ୍ରଜାତି'' (Genus) ଏବଂ ଦ୍ୱିତୀୟ ପଦଟି ''ଜାତି'' (Species)କୁ ବୁଝାଏ। ସମୟକ୍ରମେ ୧୮୫୯ ମସିହାରେ [[ଚାର୍ଲସ୍ ଡାରୱିନ୍]]ଙ୍କଦ୍ୱାରା ବିବର୍ତ୍ତନବାଦ ପ୍ରକାଶିତ ହେଲାପରେ ଆଧୁନିକ ବର୍ଗୀକରଣ କରାଗଲା।<br />
 
ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ। ସେମାନଙ୍କ ମଧ୍ୟରୁ ୱିଲିୟମ୍ ରକ୍ସବର୍ଗ୍ଙ୍କରକ୍ସବର୍ଗ୍‌ଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଭାରତର ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହାଯାଏ।<ref>[https://www.nature.com/articles/2071234a0 Dr. William Roxburgh : The Father of Indian Botany]</ref> ସେହିପରି ଜେ ଡି ହୁକର ୧୯୬୦ ମସିହାରେ '''ଫ୍ଲୋରା ଅଫ୍ ବ୍ରିଟିଶ୍ ଇଣ୍ଡିଆ''' ପୁସ୍ତକ ପ୍ରକାଶ କରିଥିଲେ।
 
== ଉଦ୍ଭିଦବିଜ୍ଞାନର ଉପଯୋଗିତା ==
[[ଫାଇଲ:Photosynthesis en.svg|thumb|ଆଲୋକଶ୍ଳେଷଣ]]
ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠିରହିବା ପାଇଁ ଉଦ୍ଭିଦ ମାନଙ୍କ ଗୁରୂତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟ ତଥା ଅନ୍ୟ ଜୀବ ମାନେ ଉଦ୍ଭିଦଜାତ ପଦର୍ଥକୁପଦାର୍ଥକୁ ଖାଦ୍ୟ ଭବେ ଗ୍ରହଣ କରିଥାନ୍ତି। ତାଛଡା ଅନେକ ଦରକରୀ ବସ୍ତୁ ଯେପରିକି ଝୋଟ, ତୂଳା, ବିଭ୍ବିନ୍ନ ଔଷଧ ଏବଂ ଇନ୍ଧନ ମଧ୍ୟ ଉଦ୍ଭିଦ ଠାରୁ ମିଳିଥାଏ। ପରିବେଶରେ ବିଭ୍ଭିନ୍ନ ଉପାଦାନ ଯେପରିକି ଅଙ୍ଗାରକ, ଯବକ୍ଷାରଜାନର ପୁନ୍ଃଚକ୍ରଣରେ ଉଦ୍ଭିଦ ମାନେ ସକ୍ରିୟ ଭୂମିକ ନିର୍ବାହ କରିଥାନ୍ତି। ମାଟିରୁ [[ଜଳ]], [[ପୃଥିବୀର ବାୟୁମଣ୍ଡଳ|ବାୟୁ ମଣ୍ଡଳ]]<nowiki/>ରୁ [[ଅଙ୍ଗାରକାମ୍ଳ]] ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି [[ଆଲୋକଶ୍ଲେଷଣ]] ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ [[ଅମ୍ଳଜାନ]] ବାଷ୍ପ ପ୍ରସ୍ତୁତ କରିଥାନ୍ତି।
 
<chem>6CO2 + 6H2O -> C6H12O6 + 6O2</chem>