"ପିଣ୍ଟୁ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ବନାନ ଶୁଦ୍ଧି + ଲିଙ୍କ
୧୮ କ ଧାଡ଼ି:
}}
 
'''ପିଣ୍ଟୁ ନନ୍ଦ''' (ଜନ୍ମ: ୭ ଜୁଲାଇ ୧୯୭୭), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତରେଜଗତ]]<nowiki/>ରେ ପ୍ରବେଶ କରିଥିଲେ । ଏହାପରେ ସେ [[ରାମ ଲକ୍ଷ୍ମଣ]], [[ତୋ ଆଖି ମୋ ଆଇନା]], [[ରଙ୍ଗ୍ ନମ୍ବର]], [[ବାହୁଡ଼ିବେ ମୋ ଜଗାବଳିଆ|ବାହୁଡ଼ିବେ ମୋ ଜଗା ବଳିଆ]], [[ଓ ମାଇଁ ଲଭ୍|ଓଃ ମାଇଁ ଲଭ୍]], [[ଆଇ ଲଭ୍ ୟୁ]], [[ଆଇ ଲଭ୍ ମାଇଁ ଇଣ୍ଡିଆ]], [[ପ୍ରେମ ରୋଗୀ]], [[ଜୟ ଜଗନ୍ନାଥ]], [[ନନ୍ଦିନୀ ଆଇ ଲଭ୍ ୟୁ]], [[ମିତରେ ମିତ]], [[ମୁଁ କ'ଣ ଏତେ ଖରାପ]], [[ସ୍ୱୟଂସିଦ୍ଧା]], [[ପ‌ହିଲି ରଜ]], [[ପ୍ରେମ ଅଢ଼େଇ ଅକ୍ଷର]], [[ଦୋସ୍ତି]], [[ଶପଥ]], [[ଗୁଡ୍ ବୟ]], [[ଲଭ୍ ମାଷ୍ଟର]], [[ହରି ଓମ ହରି|ହରି ଓମ ହର]], [[ଡାହା ବାଳୁଙ୍ଗା]], [[ସୁନା ପିଲା ଟିକେ ସ୍କୃ ଢିଲା]] ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।<ref name="ପିଣ୍ଟୁ ନନ୍ଦ"/> ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସ‌ହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==
ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ<ref>{{cite web |title=Young flautist strikes the right note - Abhiram Nanda took lessons from Pandit Hariprasad Chaurasia |url=https://www.telegraphindia.com/states/odisha/young-flautist-strikes-the-right-note-abhiram-nanda-took-lessons-from-pandit-hariprasad-chaurasia/cid/431467 |website=https://www.telegraphindia.com |publisher=The Telegraph |accessdate=11 March 2019}}</ref> ଜଣେ ବଂଶୀବାଦକ <ref>{{cite news |title=ସମ୍ପର୍କ |url=http://sambadepaper.com/epapermain.aspx?edcode=32&eddate=3/10/2019%2012:00:00%20AM&querypage=11 |accessdate=11 March 2019 |issue=ରବିବାର ସମ୍ବାଦ ୧୦/୦୩/୨୦୧୯ ପୃଷ୍ଠା ୧୧}}</ref> ପିଣ୍ଟୁ ଜଗତସିଂହପୁରର[[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]]<nowiki/>ର ଏସ୍. କେ. ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ[[ଦିଲ୍ଲୀ]]<nowiki/>ରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।<ref name="ପିଣ୍ଟୁ ନନ୍ଦ"/>
 
==ଅଭିନୟ ଜୀବନ==