Content deleted Content added
|
|
== ଜୀବନୀ ==
ଚିନ୍ତାମଣି, ୧୯୨୭ମସିହାରେ [[ବାଲେଶ୍ୱର ଜିଲ୍ଲା]]ର [[ଉଦଳା]] ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଚ୍ଚାଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବି ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ [[ରେଭେନ୍ସା ମହାବିଦ୍ୟାଳୟ]]ରେ ପାଠ ପଢିବା ପାଇଁ [[କଟକ]] ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି [[ବାଲେଶ୍ୱର]] ଚାଲି ଯାଇଥିଲେ ଓ ସେଠାର [[ଫକୀର ମୋହନ ବିଶ୍ୱବିଦ୍ୟାଳୟ|ଫକୀର ମୋହନ ମହାବିଦ୍ୟାଳୟରେ]] କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହେଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ [[ଓଡ଼ିଶା ସରକାରଙ୍କସରକାର]]<nowiki/>ଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।
== ରଚନାବଳୀ ==
=== କବିତା ସଙ୍କଳନ ===
|