"ବାଳଗୋପାଳ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବିଧାନ ସଭା -> ଓଡ଼ିଶା ବିଧାନ ସଭା
୧୪ କ ଧାଡ଼ି:
| predecessor1 =
| successor1 =
| office2 = ବିଧାୟକ: [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]] ଓ [[୧୨ଶ ଓଡ଼ିଶା ବିଧାନ ସଭା]]
| constituency2 = [[ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଂହା]]
| term_start2 = ୧୯୯୫
୨୦ କ ଧାଡ଼ି:
| predecessor2 = ନରସିଂହ ମିଶ୍ର
| successor2 = [[ନରସିଂହ ମିଶ୍ର]]
| office3 = ବିଧାୟକ: [[୮ମ ଓଡ଼ିଶା ବିଧାନ ସଭା|୮ମ]] ଓ [[୯ମ ଓଡ଼ିଶା ବିଧାନ ସଭା]]
| constituency3 = ଲୋଇସିଂହା
| term_start3 = ୧୯୮୦
୩୪ କ ଧାଡ଼ି:
}}
 
'''ବାଲଗୋପାଲ ମିଶ୍ର''' (ଜନ୍ମ: ୫ ନଭେମ୍ବର ୧୯୪୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ [[ଭାରତୀୟ ଜନତା ପାର୍ଟି]]<nowiki/>ର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ [[ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଓଡ଼ିଶାର ବିଧାନର [[୮ମ ଓଡ଼ିଶା ବିଧାନ ସଭା|୮ମ]], [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]] ଓ [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତୀୟ ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>ର [[୯ମ ଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>[http://myneta.info/loksabha2004/candidate.php?candidate_id=2885 My Neta]</ref><ref>[http://www.rediff.com/news/2000/feb/15oris1.htm Electorate sick of lying politicians in Bolangir]</ref><ref>[http://www.thehindu.com/2004/03/12/stories/2004031202281200.htm Where families stand divided]</ref><ref>[http://www.thehindu.com/2004/03/07/stories/2004030703231000.htm BJP legislator spearheads Koshal slogan]</ref>
 
== ଜନ୍ମ ଓ ପରିବାର ==
୪୦ କ ଧାଡ଼ି:
 
== ରାଜନୈତିକ ଜୀବନ ==
ବାଲଗୋପାଲ ୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ [[ଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଓଡ଼ିଶା ବିଧାନ ସଭା|ଓଡ଼ିଶାର ବିଧାନ ସଭା]]<nowiki/>ର [[୮ମ ଓଡ଼ିଶା ବିଧାନ ସଭା|୮ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" /> ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ [[୯ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |publisher=ଆମ ଓଡ଼ିଶା |location=ଭୁବନେଶ୍ୱର |page=୨୪୩ |url=https://or.wikisource.org/s/5ko |accessdate=10 February 2019}}</ref> ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]] ପ୍ରତିନିଧି ଭାବରେ [[ଲୋକ ସଭା]]<nowiki/>ର [[୯ମ ଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" />
 
ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ [[୧୧ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" /> ପରେ [[ଭାରତୀୟ ଜନତା ପାର୍ଟି]]<nowiki/>ର ପ୍ରତିନିଧି ଭାବରେ ବାଲଗୋପାଲ [[୧୨ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" />
 
== ଆଧାର ==