"ରବି ଶଙ୍କର ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୮ କ ଧାଡ଼ି:
|signature =
}}
 
'''ରବି ଶଙ୍କର ପଟ୍ଟନାୟକ''', ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଅଟନ୍ତି ।<ref name="TiwariMisra2000">{{cite book|author1=A. N. Tiwari|author2=Baidyanath Misra|title=Reference Orissa: an Indian state of eastern region|url=https://books.google.com/books?id=m0wOAQAAMAAJ|year=2000|publisher=Enterprising Publishers}}</ref> ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର [[ଜୟଦେବ ପୁରସ୍କାର]] ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।<ref>{{cite web |title=Odisha Film Awards 2017: Ravi Shankar Patnaik Receives ‘Jayadev Puraskar’ |url=https://odishatv.in/odisha/odisha-film-awards-2017-ravi-shankar-patnaik-receives-jayadev-puraskar-355927 |website=odishatv.in |publisher=Odisha TV |accessdate=7 March 2019}}</ref> ସେ [[ଓଡ଼ିଶା]]ର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ । ୧୯୭୭ ମସିହାର ଚଳଚ୍ଚିତ୍ର [[ଅଭିମାନ]]ରୁ ସେ ସମ୍ପାଦନା ଆରମ୍ଭ କରିଥିଲେ ।