"ଜଗନମୋହ‌ନ ଲାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୦ କ ଧାଡ଼ି:
== କର୍ମ ଜୀବନ ==
ସ୍କୁଲ ଶିକ୍ଷା ପରେ ଜମିଦାରୀ ଥିଲେ ମଧ୍ୟ ସରକାରୀ ଚାକିରିରେ ଯୋଗ ଦେଇଥିଲେ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1091|year=1988|publisher=Sahitya Akademi|isbn=978-81-260-1194-0|pages=1091–}}</ref>
ବ୍ରିଟିଶ ଶାସନ କାଳରେ ସେ ଡେପୁଟି କଲେକ୍ଟର ପଦବୀ ପର୍ଯ୍ୟନ୍ତ ଯାଇପାରିଥିଲେ । ତାଙ୍କର ରଚିତ 'ଭ୍ରମ ଭଞ୍ଜନ'(୧୮୬୮୧୮୭୧)<ref name="Mukherjee1998">{{cite book|author=Sujit Mukherjee|title=A Dictionary of Indian Literature: Beginnings-1850|url=http://books.google.com/books?id=YCJrUfVtZxoC&pg=PA141|year=1998|publisher=Orient Blackswan|isbn=978-81-250-1453-9|pages=141–}}</ref>
ସେତେବେଳେ ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିଲା । ତାଙ୍କର ଯାତ୍ରା, ସୁଆଙ୍ଗ ଓ ନାଟକ ପ୍ରତି ବିଶେଷ ରୁଚି ଥିଲା । କଟକରେ ପାଠ ପଢୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସନ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ ।<ref name="Dasa1998">{{cite book|author=Jaẏanta Kumāra Dāsa|title=Ramshankar Ray|url=http://books.google.com/books?id=vFlJLkb8wGQC&pg=PA56|date=1 January 1998|publisher=Sahitya Akademi|isbn=978-81-260-0548-2|pages=56–}}</ref>
ଅନୁବାଦ ନାଟକ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏଥିରେ ସେ ଅଭିନେତା ତ‌ଥା ନିର୍ଦ୍ଦେଶକ ଥିଲେ । କୁସଂସ୍କାର ବିରୁଦ୍ଧରେ ନାଟକରେ ପ୍ରତିବାଦ କରୁଥିଲେ । ନିଜେ ଜମିଦାର ହୋଇ ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ ।
[[ଗୌରୀଶଙ୍କର ରାୟ]]ଙ୍କ ସହ ମିଶି ଉତ୍କଳ ଭାଷୋଦ୍ଦୀପିନୀ ସଭା ଓ ଉତ୍କଳ ସଭା ପ୍ରତିଷ୍ଠା କରିଥିଲେ ।
 
== ରଚନାବଳୀ ==
* ଭ୍ରମ ଭଞ୍ଜନ (ଟମାସ ପର୍ଣ୍ଣଲଙ୍କ 'ଦି ହର୍ମିଟ'ର ଅନୁବାଦ)