"ଚିନ୍ତାମଣି ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଜୀବନୀ ଓ ରଚନାବଳୀ
୧୮ କ ଧାଡ଼ି:
'''ଚିନ୍ତାମଣି ବେହେରା''' (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)<ref>{{cite web|title=CHINTAMANI BEHERA|url=http://orissadiary.com/personality/poet/CHINTAMANI_BEHERA.asp|publisher=orissadiary.com|accessdate=24 November 2016}}</ref> ଜଣେ ଆଧୁନିକ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଓ ସମାଲୋଚକ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦-୨୧</ref>
ସେ ଶିଶୁଲେଖାର ସମ୍ପାଦନା<ref name="Dutt1999">{{cite book|author=Kartik Chandra Dutt|title=Who's who of Indian Writers, 1999: A-M|url=https://books.google.com/books?id=QA1V7sICaIwC&pg=PA125|year=1999|publisher=Sahitya Akademi|isbn=978-81-260-0873-5|pages=125–}}</ref> କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ମାନଙ୍କ ନାମ ତାଲିକା|url=http://odishasahityaakademi.org/secretaries.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=24 November 2016}}</ref>
 
== ଜୀବନୀ ==
ଚିନ୍ତାମଣି, ୧୯୨୭ମସିହାରେ [[ବାଲେଶ୍ୱର ଜିଲ୍ଲା]]ର [[ଉଦଳା]] ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଚ୍ଚା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବି ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ [[ରେଭେନ୍ସା ମହାବିଦ୍ୟାଳୟ]]ରେ ପାଠ ପଢିବା ପାଇଁ [[କଟକ]] ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି [[ବାଲେଶ୍ୱର]] ଚାଲି ଯାଇଥିଲେ ଓ ସେଠାର [[ଫକୀର ମୋହନ ବିଶ୍ୱବିଦ୍ୟାଳୟ|ଫକୀର ମୋହନ ମହାବିଦ୍ୟାଳୟରେ]] କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହେଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।
== ରଚନାବଳୀ ==
=== କବିତା ସଙ୍କଳନ ===
Line ୨୬ ⟶ ୨୯:
* ନୀଳଲୋହିତ
* ତୃତୀୟ ଚକ୍ଷୁ
* ନିଜେ ନିଜର ସାକ୍ଷୀ
* ଉଦୟାସ୍ତର କାବ୍ୟ
 
=== ସମାଲୋଚନା ଗ୍ରନ୍ଥ ===
Line ୩୧ ⟶ ୩୬:
* ଆଧୁନିକତାର କ ଖ ଗ
* ବିଦଗ୍ଧ ପାଠକ
* କଳା ଦୃଷ୍ଟି
* ସାହିତ୍ୟ ଚିନ୍ତା
* ଚିତ୍ର ଓ ଚରିତ୍ର<ref>{{cite news |title=ଆଜି ଶ୍ରାଦ୍ଧବାର୍ଷିକୀ |url=http://sambadepaper.com/Details.aspx?id=578586&boxid=451936 |accessdate=7 March 2019 |issue=ସମ୍ବାଦ ୦୭/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪}}</ref>
== ସମ୍ମାନ ଓ ପୁରସ୍କାର ==
* ସାରଳା ସମ୍ମାନ, ୧୯୯୬<ref>{{cite web|title=Sarala Samman|url=http://saralasahityasansad.org/web/Awards/SaralaSamman.aspx|publisher=Sarala Sahitya Sansad|accessdate=24 November 2016}}</ref>