"ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଫଳାଫଳ ଲେଖାଗଲା
୬୩ କ ଧାଡ଼ି:
 
|footer =
 
== ଫଳାଫଳ ==
ଏହି ଗଣ-ସମ୍ପାଦନାରେ ସମୁଦାୟ ୫୧ଟି ପ୍ରସଙ୍ଗରେ ସମ୍ପାଦନା କରାଯାଇଥିଲା, ଯେଉଁଥିରୁ ୨୭ଟି ନୂଆ ପ୍ରସଙ୍ଗ ଥିଲା ଏବଂ ୨୪ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା । [[ବ୍ୟବହାରକାରୀ:Gayatree Tripathy|ଗାୟତ୍ରୀ ତ୍ରିପାଠୀ]], [[ବ୍ୟବହାରକାରୀ:Soumendrak|ସୌମେନ୍ଦ୍ର]], [[ବ୍ୟବହାରକାରୀ:Skumarm|ପ୍ରିତିରଞ୍ଜନ ତ୍ରିପାଠୀ]],[[ବ୍ୟବହାରକାରୀ:Skumarm|ଶ୍ରବଣ କୁମାର ମିଶ୍ର]], [[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଘରି]], [[ବ୍ୟବହାରକାରୀ:Ssgapu22|ସଂଗ୍ରାମ କେଶରୀ ସେନାପତି]], [[ବ୍ୟବହାରକାରୀ:Jnanaranjan sahu|ଜ୍ଞାନ ରଞ୍ଜନ ସାହୁ]] ଆଦି ଏହି ଗଣ-ସମ୍ପାଦନାରେ ନୂଆ ପ୍ରସଙ୍ଗ ଲେଖିଥିଲେ । ଏହି ଗଣ-ସମ୍ପାଦନାର ଫଳାଫଳ ପାଖାପାଖି ଭଲ ରହିଥିଲା । ଆଶା କରାଯାଇଥିବା ୫୦ଟି ପ୍ରସଙ୍ଗର ସଂଖ୍ୟା ବଢ଼ି ୫୧ ହୋଇଥିଲା, ଯାହାକି ଏକ ଶୁଭ ସଂକେତ ମଧ୍ୟ । ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟବହାରକାରୀଙ୍କୁ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ ।
 
}}