"ଗଣେଶରାମ ନାହାକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Ganesh Ram Nahaka}}
'''ଗଣେଶରାମ ନାହାକ''' ଓଡ଼ିଆ ଭାଷାର ଜଣେ ଜୀବନୀ ଏବଂ ଭ୍ରମଣ ସାହିତ୍ୟ ଲେଖକ । ତାଙ୍କଦ୍ୱାରା ରଚିତ ''ପଶ୍ଚିମ ଓଡ଼ିଶାର ବରପୁତ୍ର'' ଲେଖା ପାଇଁ ତାଙ୍କୁ ୨୦୧୪ ମସିହାରେ [[ଓଡ଼ିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] ମିଳିଥିଲା ।<ref>{{Cite web|url=http://odishasahityaakademi.org/sahitya-award13.php|title=Odisha Sahitya Akademi|website=odishasahityaakademi.org|access-date=2019-02-23}}</ref><ref>{{Cite web|url=https://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196|title=24 litterateurs to get Odisha Sahitya Akademi award {{!}} OTV|date=2017-10-28|language=en-US|access-date=2019-02-23}}</ref>
 
ସେ ୨୦୧୭ ମସିହାରେ ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ମଧ୍ୟ ଥିଲେ । ଏଥିରେ ସେ [[ସମ୍ବଲପୁର ଜିଲ୍ଲା]]<nowiki/>କୁ ପ୍ରତିନିଧିତ୍ଵ କରିଥିଲେ ।<ref>{{Cite web|url=http://odishan.com/19643|title=ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଗଠିତ|last=editor|language=en-US|access-date=2019-02-23}}</ref>