"ଜାହିରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
[[File:JAAHER garh.jpg|thumb| ସାନ୍ତାଳ ମାନଙ୍ ଦ୍ବାରା ଜାହେର ଗାଳ୍ ପୂଜାର ଏକ ଦୃଶ୍ୟ]]
'''ଜାହିରା ପୀଠ ବା ଜାହେର୍ ଗାଳ୍''' ('''ᱡᱟᱦᱮᱨ ᱜᱟᱲ''') ସାଧାରଣ ଭାବରେ ଜାହେର୍ କୁହାଯାଏ । ଏହା ଅଷ୍ଟ୍ରାେ ଏସିୟାଟିକ୍ ଶ୍ରେଣୀର ଅାଦିବାସୀଅଦିବାସୀ ଯଥା [[ସାନ୍ତାଳ]], [[ହୋ]], [[ମୁଣ୍ଡା]], ମାହାଲେ, ବିର୍ ହଳମାନଙ୍କର (ଏହି ଶ୍ରେଣୀର ସମ୍ପ୍ରଦାୟ ନିଜର ଧର୍ମ ସାର୍ନା,ସାରି ସାର୍ନା, ସାରି ଧରମ ଇତ୍ୟାଦି ଭାବରେ ପରିଚୟ ଦେଇଥାନ୍ତି) ମୁଖ୍ୟ ଧର୍ମୀୟ ସ୍ଥଳୀ ।<ref>{{cite news |title=ଜାହିରା ସ୍ଥାପନ ନେଇ ବିକ୍ଷୋଭ |url=http://www.dharitri.com/main/news/82343 |accessdate=26 December 2018 |work=ଧରିତ୍ରୀ |date=6 November 2018}}</ref> ଗ୍ରାମର ପୂର୍ବ ଦିଗରେ ଅବସ୍ଥାପିତ [[ଶାଳ]] ବୃକ୍ଷ ପରିବେଷ୍ଟିତ କ୍ଷୁଦ୍ର ବନାଞ୍ଚଳଟି ହେଉଛି ଏହି ଜାହିରା ପୀଠ ବା ଜାହେର ଗାଳ୍ । ଜାହେର ଗାଳଟି ପୂର୍ବ ଦିଗକୁ ମୁହାଁଇ ଥାଏ । ଜାହିରାରେ ମାରାଂବୁରୁ, ଜାହେର ଅାୟ, ଲିଟା ଗସାଁୟ, ମଣେକ ତୁରୁୟକ ଇତ୍ୟାଦି ଦେବା ଦେବୀ ପୂଜା ପାଇଥାନ୍ତି । ଜାହେର ଗାଳ୍ ସାର୍ନା ଧର୍ମାଲମ୍ବୀଙ୍କର ଏକ ପବିତ୍ର ସ୍ଥାନ । ଜାହେରଗାଳ୍‌ରେ ପୂଜା କରୁଥିବା ବ୍ୟକ୍ତି ବିଶେଷଙ୍କୁ '''ନାୟକେ''' କୁହାଯାଏ, ଜାହେରଗାଳ୍‌ର ସମସ୍ତ ପୂଜାକୁ ନାୟକେ ସମ୍ପାଦନ କରିଥାନ୍ତି ।
 
== ଜାହେର୍ର ପ୍ରକାର ==
"https://or.wikipedia.org/wiki/ଜାହିରା"ରୁ ଅଣାଯାଇଅଛି