"ବାଳଗୋପାଳ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ବାଲଗୋପାଲ ମିଶ୍ରରୁ ବାଳଗୋପାଳ ମିଶ୍ରକୁ ଘୁଞ୍ଚାଇଲେ: ଠିକ ବନାନ
୧୪ କ ଧାଡ଼ି:
| predecessor1 =
| successor1 =
| office2 = ବିଧାୟକ: [[୯ମ ବିଧାନ ସଭା|୯ମ]], [[୧୦ମ ବିଧାନ ସଭା|୧୦ମ]], [[୧୧ଶ ବିଧାନ ସଭା|୧୧ଶ]] ଓ [[୧୨ଶ ବିଧାନ ସଭା]]
| constituency2 = [[ଲୋଇସିଙ୍ଗାଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଙ୍ଗାଲୋଇସିଂହା]]
| term_start2 = ୧୯୯୫
| term2 =
| term_end2 = ୨୦୦୪
| predecessor2 =
| predecessor2 = ନରସିଂହ ମିଶ୍ର
| successor2 =
| successor2 = [[ନରସିଂହ ମିଶ୍ର]]
| office3 = ବିଧାୟକ: [[୮ମ ବିଧାନ ସଭା|୮ମ]] ଓ [[୯ମ ବିଧାନ ସଭା]]
| constituency3 = ଲୋଇସିଂହା
| term_start3 = ୧୯୮୦
| term_end3 = ୧୯୯୦
| predecessor3 = ରାମପ୍ରସାଦ ମିଶ୍ର
| successor3 = ନରସିଂହ ମିଶ୍ର
| party = [[ଭାରତୀୟ ଜନତା ପାର୍ଟି]]
| other_parties = ଜନତା ଦଳ
Line ୨୭ ⟶ ୩୪:
}}
 
'''ବାଲଗୋପାଲ ମିଶ୍ର''' (ଜନ୍ମ: ୫ ନଭେମ୍ବର ୧୯୪୧; ଜନ୍ମସ୍ଥାନ: [[ଟିଟିଲାଗଡ଼]], [[ବଲାଙ୍ଗୀର ଜିଲ୍ଲା]], [[ଓଡ଼ିଶା]]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ [[ଭାରତୀୟ ଜନତା ପାର୍ଟି]]<nowiki/>ର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ [[ଲୋଇସିଙ୍ଗାଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଙ୍ଗାଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଓଡ଼ିଶାର ବିଧାନର [[୮ମ ବିଧାନ ସଭା|୮ମ]], [[୯ମ ବିଧାନ ସଭା|୯ମ]], [[୧୧ଶ ବିଧାନ ସଭା|୧୧ଶ]] ଓ [[୧୨ଶ ବିଧାନ ସଭା|୧୨ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତୀୟ ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>ର [[୯ମ ଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>[http://myneta.info/loksabha2004/candidate.php?candidate_id=2885 My Neta]</ref><ref>[http://www.rediff.com/news/2000/feb/15oris1.htm Electorate sick of lying politicians in Bolangir]</ref><ref>[http://www.thehindu.com/2004/03/12/stories/2004031202281200.htm Where families stand divided]</ref><ref>[http://www.thehindu.com/2004/03/07/stories/2004030703231000.htm BJP legislator spearheads Koshal slogan]</ref>
 
== ଜନ୍ମ ଓ ପରିବାର ==
Line ୩୩ ⟶ ୪୦:
 
== ରାଜନୈତିକ ଜୀବନ ==
ବାଲଗୋପାଲ ୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ [[ଲୋଇସିଙ୍ଗାଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଙ୍ଗାଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଓଡ଼ିଶା ବିଧାନ ସଭା|ଓଡ଼ିଶାର ବିଧାନ ସଭା]]<nowiki/>ର [[୮ମ ବିଧାନ ସଭା|୮ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" /> ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ [[୯ମ ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |publisher=ଆମ ଓଡ଼ିଶା |location=ଭୁବନେଶ୍ୱର |page=୨୪୩ |url=https://or.wikisource.org/s/5ko |accessdate=10 February 2019}}</ref> ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]] ପ୍ରତିନିଧି ଭାବରେ [[ଲୋକ ସଭା]]<nowiki/>ର [[୯ମ ଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" />
 
ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଙ୍ଗାଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ [[୧୧ଶ ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" /> ପରେ [[ଭାରତୀୟ ଜନତା ପାର୍ଟି]]<nowiki/>ର ପ୍ରତିନିଧି ଭାବରେ ବାଲଗୋପାଲ [[୧୨ଶ ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" />
 
== ଆଧାର ==
Line ୪୧ ⟶ ୪୮:
 
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୯ମ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:ଓଡ଼ିଶାର ରାଜନୀତିଜ୍ଞ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଶାଓଡ଼ିଶାର ବିଧାନ ସଭା ସଭ୍ୟରାଜନୀତିଜ୍ଞ]]
[[ଶ୍ରେଣୀ:ବଲାଙ୍ଗୀର ଜିଲ୍ଲାର ଲୋକ]]
 
[[ଶ୍ରେଣୀ:Pages with unreviewed translations]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:୯ମ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୮ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୯ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୨ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]