"ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ଟ୍ୟାଗ: 2017 source edit
୨୩ କ ଧାଡ଼ି:
|header = ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯
|subheader =
'''ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୧୯''' ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆରେ ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରାଯିବ ଏବଂ ଅତ୍ୟନ୍ତ ଦରକାରୀ ପ୍ରସଙ୍ଗ ନୂଅନୂଆ କରି ତିଆରି କରାଯିବ । ଆମର ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗ ଅଛି, ଯାହାକୁ ଉନ୍ନତ କରି, ଭରସାଯୋଗ୍ୟ ଆଧାର ଯୋଡ଼ି ସୁଧାରିବାକୁ ହେବ । ତେଣୁ ଏହି ଗଣ-ସମ୍ପାଦନାରେ ଆମେ ପ୍ରସଙ୍ଗ ତାଲିକାରୁ ପ୍ରସଙ୍ଗ ବାଛି ତାକୁ ଉନ୍ନତ କରିପାରିବା ।
 
<div style="text-align:center;">
୩୫ କ ଧାଡ଼ି:
* ମାତୃଭାଷା ଦିବସରେ ଏହି ଗଣ-ସମ୍ପାଦନା କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଓଡ଼ିଆ ଭାଷା ତଥା ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ।
* ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
* ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବାକୁଲେଖିବା ଫଳରେ କେହି ପଢ଼ିଲାବେଳେ '''ସହଜରେ ପଢ଼ିକି ବୁଝିପାରୁଥିବେ''' ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବହୋଇଥିବା ଆବଶ୍ୟକ
 
<div style="text-align:center;">
୪୩ କ ଧାଡ଼ି:
 
'''ଦ୍ରଷ୍ଟବ୍ୟ:'''
* ପ୍ରସଙ୍ଗ ଲେଖିସାରିବାପରେ ତାକୁ ଅନ୍ୟମାନେ ହୁଏତ ପରକ୍ଷୀପରଖି ପାରନ୍ତି, ତେଣୁ ଆପଣ ଲେଖିଥିବା ତଥ୍ୟକୁ କିମ୍ବା ଧାଡ଼ିକୁ ମଧ୍ୟ ଅନ୍ୟମାନେ ବଦଳାଇ ପାରନ୍ତି ।
* ଏଠାରେ କେହି ବଡ଼ କି ଛୋଟ ନୁହନ୍ତି, ତେଣୁ ସମସ୍ତଙ୍କର କାର୍ଯ୍ୟକୁ ଆଦର ସହକାରେ ଗ୍ରହଣ କରାଯିବ ।