"ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦୨ କ ଧାଡ଼ି:
 
==ଫଳାଫଳ==
୨୦ ଅଗଷ୍ଟ ୨୦୧୮ରେ ଆମର [[ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮|ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮]] ଶେଷ ହୋଇଯାଇଛି । ଏହି ୮ ଦିନର ଗଣ-ସମ୍ପାଦନା ପାଇଁ ସମୁଦାୟ ୧୦ ଜଣ ଉଇକିଆଳୀ [[ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮#ଅଂଶଗ୍ରହଣ_କରିଥିବା_ଉଇକିଆଳୀ|ଅଂଶ୍ରଗ୍ରହଣ]] କରିବା ପାଇଁ ନିଜର ନାମ ଲେଖିଥିଲେ, ମାତ୍ର ତନ୍ମଧ୍ୟରୁ ୮ ଜଣ ଅତିକମରେ ଗୋଟିଏ ଲେଖାଏଁ ନୂଆ [[ଶ୍ରେଣୀ:ଭାରତୀୟ ସ୍ୱାଧୀନତା ଗଣସମ୍ପାଦନା ୨୦୧୮ରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ପ୍ରସଙ୍ଗ]] ଗଢ଼ିଛନ୍ତି । ଏହି ୮ ଦିନ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ [[ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮#ନୂଆ_ଗଢ଼ାଯାଇଥିବା_ପ୍ରସଙ୍ଗ|୩୦ ଗୋଟି ନୂଆ ପ୍ରସଙ୍ଗ]] ଆରମ୍ଭ ହେବା ସ‌ହିତ [[ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮#ଉନ୍ନତ_କରାଯାଇଥିବା_ପ୍ରସଙ୍ଗ|୧୨ଟି ପୁରୁଣା]] ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣସମ୍ପାଦନା ସମୟରେ [[ବ୍ୟବହାରକାରୀ:Hpsatapathy|ହରିହର ଶତପଥୀ]] ମହୋଦୟ ସର୍ବାଧିକ ୧୦ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Ssgapu22|ସଂଗ୍ରାମ କେଶରୀ ସେନାପତି]] ୭ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୬ଟି ପୁରୁଣା ପ୍ରସଙ୍ଗ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Gayatree Tripathy|ଗାୟତ୍ରୀ ତ୍ରିପାଠୀ]] ୬ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ପ୍ରସଙ୍ଗ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Soumendrak|ସୌମେନ୍ଦ୍ର]] ମହୋଦୟ ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୩ଟି ପ୍ରସଙ୍ଗ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Ramjit Tudu|ରାମଜିତ ଟୁଡୁ]] ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି । [[ବ୍ୟବହାରକାରୀ:Hellohappy|ପ୍ରିତିରଞ୍ଜନ ତ୍ରିପାଠୀ]], [[ବ୍ୟବହାରକାରୀ:Nihar Ranjan Mohanty|ନିହାର ରଞ୍ଜନ ମହାନ୍ତି]] ଓ [[ବ୍ୟବହାରକାରୀ:Abha S Pradhan|ଆଭା ପ୍ରଧାନ]] ଗୋଟିଏ ଲେଖାଏଁ ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି ।
[[ଶ୍ରେଣୀ:୨୦୧୮ରେ ହେଇଥିବା ଗଣସମ୍ପାଦନା]]
ଗଢ଼ିଛନ୍ତି । ଏହି ୮ ଦିନ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ [[ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮#ନୂଆ_ଗଢ଼ାଯାଇଥିବା_ପ୍ରସଙ୍ଗ|୩୦ ଗୋଟି ନୂଆ ପ୍ରସଙ୍ଗ]] ଆରମ୍ଭ ହେବା ସ‌ହିତ [[ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮#ଉନ୍ନତ_କରାଯାଇଥିବା_ପ୍ରସଙ୍ଗ|୧୨ଟି ପୁରୁଣା]] ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣସମ୍ପାଦନା ସମୟରେ [[ବ୍ୟବହାରକାରୀ:Hpsatapathy|ହରିହର ଶତପଥୀ]] ମହୋଦୟ ସର୍ବାଧିକ ୧୦ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Ssgapu22|ସଂଗ୍ରାମ କେଶରୀ ସେନାପତି]] ୭ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୬ଟି ପୁରୁଣା ପ୍ରସଙ୍ଗ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Gayatree Tripathy|ଗାୟତ୍ରୀ ତ୍ରିପାଠୀ]] ୬ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ଗୋଟିଏ ପ୍ରସଙ୍ଗ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Soumendrak|ସୌମେନ୍ଦ୍ର]] ମହୋଦୟ ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଥିବାବେଳେ ୩ଟି ପ୍ରସଙ୍ଗ ଉନ୍ନତ କରିଛନ୍ତି, [[ବ୍ୟବହାରକାରୀ:Ramjit Tudu|ରାମଜିତ ଟୁଡୁ]] ୨ଟି ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି । [[ବ୍ୟବହାରକାରୀ:Hellohappy|ପ୍ରିତିରଞ୍ଜନ ତ୍ରିପାଠୀ]], [[ବ୍ୟବହାରକାରୀ:Nihar Ranjan Mohanty|ନିହାର ରଞ୍ଜନ ମହାନ୍ତି]] ଓ [[ବ୍ୟବହାରକାରୀ:Abha S Pradhan|ଆଭା ପ୍ରଧାନ]] ଗୋଟିଏ ଲେଖାଏଁ ନୂଆ ପ୍ରସଙ୍ଗ ଆରମ୍ଭ କରିଛନ୍ତି ।