"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ନୂଆ ଢଗ ମିଶାଇଲି|
୬ କ ଧାଡ଼ି:
* '''ଅତି ପରିଚୟେ ସମ୍ମାନ ହାନୀ''' -
*'''ଅଙ୍ଗୁର ନ ଖାଇପାରିଲେ ଖଟା-'''
*'''ଆକଶ କଇଁଆ ଚିଲିକା ମାଛ-'''
*'''ଆରେ ଢମଣା, ବୁଲି ବୁଲି କରି ସେହି ଅଗଣା'''-
* '''ଅଣ୍ଟିଛୁରୀ ତଣ୍ଟି କାଟେ''' -
* '''ଅନ୍ଧ ଦେଶେ ଗଲି ଦର୍ପଣ ବିକି''' -
* '''ଅନ୍ଧାରରେ ବାଡି ବୁଲାଇବା''' -
Line ୧୬ ⟶ ୧୩:
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
*'''ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା-'''
*'''କଟକ ଚିନ୍ତା ବାଇମୁଣ୍ଦିକୁ-'''
*'''କହିଲେ ତ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି-'''
*'''କାଉ କୋଈଲି ଏକ ବର୍ଣ୍ଣ, ରାବିଲା ବେଲକୁ ଭିନ୍ନ ଭିନ୍ନ-'''
Line ୨୬ ⟶ ୨୪:
* '''ଗାଇକୁ ମାଇଲେ ମଲି, ଗାଇ ମାଇଲେ ମଲି''' -
* '''ଗୋଦରା କୋଡେ ଯେତେ ମାଡେ ସେତେ''' -
*'''ଗୋଦରିଲୋ ତୋ ଗୋଡକୁ ଅନା-'''
* '''ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ''' -
* '''ଘର ଢିଙ୍କି କୁମ୍ଭୀର''' - ନିଜ ଲୋକ ନିଜର ଶତ୍ରୁ ହେବା
Line ୩୬ ⟶ ୩୫:
*'''ଚୋର ମନ ଚୋର ଗନ୍ଠିରେ-'''
*'''ଝିମିଟି ଖେଳରୁ ମହାଭାରତ-'''
* '''ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ''' -
*'''ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ-'''
*'''ତଳ ବରଡା ଖସୁଛି, ଉପର ବରଡା ହସୁଛି; ମଝି ବରଡା ଥାଇଁ କହୁଛି, ତୋ ବେଳ କାଳ ଆସୁଛି-'''
* '''ତିନି ତୁଣ୍ଡରେ ଛେଳି କୁକୁର''' -
*'''ତୁଳସୀ ଦୁଇ ପତ୍ରରୁ ବାସେ-'''
*'''ତୁଣ୍ଡ ବାଇଦ ସହସ୍ର କୋଶ-'''
*'''ତୁ ଯେତେ ହଲାଉଛୁ ହଲା, ମୁଁ ତଳେ ନପଡିଲେ ଗଲା-'''
*'''ଦିନେ ନାଇଁ କାଳେ ନାଇଁ, ରାତି ପାହିଲେ ମାଈଁ ମାଈଁ-'''
*'''ଧିର ପାଣି ପଥର କାଟେ-'''
*'''ନର ହେଉ ବା ହାତି, ଅଶ୍ୱତ୍ଥମା ହତ-'''
*'''ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ-'''
*'''ନିକିତି ତଉଲେ ସାନବଡକୁ, ଭାରିହୁଏ ଯିଏ ରହେ ତଲକୁ-'''
*'''ପାଣି ପିଇବ ଛାଣି, ପଇସା ରଖିବ ଗଣି-'''
*'''ପାଣି କୁନ୍ଦୁରି, ଆପଣା ମନକୁ ଆପେ ସୁନ୍ଦରି-'''
Line ୫୬ ⟶ ୫୫:
*'''ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା-'''
*'''ବିରି ମାଡ ଶୁଣି କୋଳଥ ଚୋପା, ହରଡ କହୁଚି ରଖଲୋ ବାପା-'''
*'''ବିଲେଇ ଭାଗ୍ୟକୁ ଶିକା ଛିଣ୍ଡିବା-'''
*'''ବେଶି ଲୋକରେ ମୂଷା ମରେନି-'''
*'''ବେଲ ପାଚିଲେ କାଉର ଯାଏ କେତେ ନା ଆସେ କେତେ-'''
*'''ବୋଝ ଉପରେ ନଳିତା ବିଡା-'''
*'''ମଈଁଷି ଶିଙ୍ଗଟି ଫଟା, ଯୁଝିଲା ବେଳକୁ ଗୋଟା-'''
*'''ମନ ଯଦି ପବିତ୍ର, ଗାଁ ପୋଖରୀ ଗଙ୍ଗା-'''
*'''ମହରଗରୁ ଯାଇ କାନ୍ତାରରେ ପଡିବା-'''
Line ୭୦ ⟶ ୬୯:
*'''ସେ ତ କଂସାରି ଘରର ପାରା, ତାକୁ କୁଲା ଢାଉଁ ଢାଉଁ ଡରା-'''
*'''ସ୍ୱର୍ଗକୁ ନିଶୁଣି ନାହିଁ, ବଡଙ୍କୁ ଉତ୍ତର ନାହିଁ-'''
*'''ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ଅବା କାହକୁ ମାରିବ ମାରୁଥାଏ ଚୁଲି ମୁହଁକୁ-'''
*'''ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି-'''
*'''ହାତି ଜଙ୍ଗଲରେ ବଢିଲେ ବି ରାଜାର-'''
*'''ହାତି ମଲେ ଲକ୍ଷେ, ବଞ୍ଚିଲେ ଲକ୍ଷେ-'''
*'''ହାତେ ମାପି ଚାଖଣ୍ଡେ ଚାଲ'''-
 
=== ଧାର୍ମିକ ===
Line ୮୧ ⟶ ୭୮:
*'''ଅତିରୁ ଇତି''' -
* '''ଅଧର୍ମ ବିତ୍ତ ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ''' -
*'''ଆପଣା ହସ୍ତେ ଜିହ୍ୱା ଛେଦି, କେ ତାର ଅଛି ପ୍ରତିବାଦି-'''
*'''ଏ ମନ ଭାବୁଥାଇ ଜହ, କାଳେ ପ୍ରାପତ ହୁଏ ତାହା-'''
*'''କୋପେ ବର ନ ହେଲେ ତପେ ବର''' -
*'''ବିନାଶ କାଳେ ବିପରୀତ ବୁଦ୍ଧି-'''
*'''ମର୍ତ୍ତ୍ୟମଣ୍ଡଳେ ଦେହ ବୋହି, ଦେବତା ହେଲେ ବି ମରଇ-'''
*'''ରଖେ ହରି ମାରେ କିଏ, ମାରେ ହରି ରଖେ କିଏ-'''
 
=== କିମ୍ବଦନ୍ତୀ ତଥା ଉପାଖ୍ୟାନ ===
 
* '''ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ''' -
*'''କୀଚକ ବାହୁବଳେ ବିରାଟ ରାଜା-'''
* '''ତିନି ତୁଣ୍ଡରେ ଛେଳି କୁକୁର''' -
*'''ନର ହେଉ ବା ହାତି, ଅଶ୍ୱତ୍ଥମା ହତ-'''
*'''ଭୀମବଳ କୁନ୍ତିକୁ ଜଣା-'''
 
=== ଲୋକକଥା ===
* '''ଅକାଳେ ଗୋଦରି କଲା ବେଉସା ,ଲାଭ ଖାଇଗଲା ଚୁଟିଆ ମୁଷା''' -ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
* '''ଓଧ ସଙ୍ଗେ ଭୁଆଁ ବିରାଡି ବାଇ''' -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
* '''ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁ ଗୀତଗାଏ''' - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା । <ref name="nuaodisha">{{cite web|title=ଓଡ଼ିଆ ଢଗ ଧମାଳି|url=http://www.nuaodisha.com/Odia-Dhaga-Dhamali-1.aspx|title=ଓଡ଼ିଆ ଢଗ ଧମାଳି|accessdate=2 November 2015}}</ref><ref name="odiaproverb">{{cite web|title=Common Odia Proverbs with their meaning|url=http://www.odiasantabanta.in/p/odia-dhaga-dhamali.html|title=Common Odia Proverbs with their meaning|accessdate=2 November 2015}}</ref>
* '''ଅକାଳେ ଗୋଦରି କଲା ବେଉସା ,ଲାଭ ଖାଇଗଲା ଚୁଟିଆ ମୁଷା''' -ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
* '''ଅଣ୍ଟିଛୁରୀ ତଣ୍ଟି କାଟେ''' -
* '''ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁ ଗୀତଗାଏ''' - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା । <ref name=nuaodisha>{{cite web|title=ଓଡ଼ିଆ ଢଗ ଧମାଳି|url=http://www.nuaodisha.com/Odia-Dhaga-Dhamali-1.aspx|accessdate=2 November 2015}}</ref><ref name=odiaproverb>{{cite web|title=Common Odia Proverbs with their meaning|url=http://www.odiasantabanta.in/p/odia-dhaga-dhamali.html|accessdate=2 November 2015}}</ref>
*'''ଆକଶ କଇଁଆ ଚିଲିକା ମାଛ-'''
*'''ଆରେ ଢମଣା, ବୁଲି ବୁଲି କରି ସେହି ଅଗଣା'''-
*'''ଆଗେ ଉଦର, ପଛେ ସୋଦର-'''
*'''ଆତୁରେ ନିୟମ ନାସ୍ତି-'''
* '''ଓଧ ସଙ୍ଗେ ଭୁଆଁ ବିରାଡି ବାଇ''' -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
*'''ଚାଷ ତରତର, ବାଣିଜ ମଠ-'''
*'''ଡେଙ୍ଗା ମୁଣ୍ଡରେ ଠେଙ୍ଗା'''-
*'''ତୁଛ୍ଛାକୁ ଏତେ, ଗୋଡେ ମୁଦି ନାହିଁ କଚାଡୁ କେତେ-'''
*'''ତୁଳସୀ ଦୁଇ ପତ୍ରରୁ ବାସେ-'''
*'''ତୁଣ୍ଡ ବାଇଦ ସହସ୍ର କୋଶ-'''
*'''ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର-'''
*'''ଧରି ମାଇଲେ ଯାହା, ବାନ୍ଧି ମାଇଲେ ତାହା-'''
*'''ନଈକେବାଙ୍କ୍, ଦେଶକେ ଫାଙ୍କ୍-'''
*'''ଫମ୍ପା ମାଠିଆର ଶବଦ ବେଶି-'''
*'''ବାଘ ନଥିଲେ ମିରିଗ ନାଟ-'''
*'''ବାହାଘର ଦିନ ବାଇଗଣ ରୁଆ-'''
*'''ବୁଡିଗଲା ଲୋକ ଗୋଡ ତଲକୁ ତଲକୁ-'''
*'''ବୁଡିଯାଉଥିବା ଲୋକକୁ କୁଟାଖିଅ ଆଶ୍ରା-'''
*'''ମଈଁଷି ଶିଙ୍ଗଟି ଫଟା, ଯୁଝିଲାଯୁଝିବା ବେଳକୁ ଗୋଟା-'''
*'''ମାରିନେଲେ ମହାପାତ୍ରେ, ଚହିଁଥାରେ ଜଳକା-'''
*'''ଯାହା ନଦେଖିବ ନିଜ ନୟନେ, ପରତେ ନଯିବ ଗୁରୁ ବଚନେ-'''
*'''ଯେ ଦେଶେ ଯାଇ, ସେ ଫଳ ଖାଇ-'''
*'''ସମୟ ବଡ ବଳବାନ-'''
*'''ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ଅବା କାହକୁ ମାରିବ ମାରୁଥାଏ ଚୁଲି ମୁହଁକୁ-'''
*'''ଶୋଇଲା ପୁଅର ଭାଗ ନାହିଁ-'''
*'''ହାତେ ମାପି ଚାଖଣ୍ଡେ ଚାଲ'''-
 
== ବାହାର ତଥ୍ୟ ==
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି