"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଏକ ଢଗ ମିଶାଇଲି
ଇତିହାସରେ ଥିବା ଲେଖାକୁ Introduction ରେ ମିଶାଇଲି ଏବଂ ୨ ଟି ଢଗ ମିଶାଇଲି |
୧ କ ଧାଡ଼ି:
ଓଡ଼ିଆ ସମାଜିକ ଚାଲିଚଲଣିରେ ଆକ୍ଷେପ, ଉପଦେଶ, ମନ୍ତବ୍ୟ ପାଇଁ ମୁଖ ନିସୃତ ଲୋକ କଥା ଯାହା ଋଢୀ, ପଦ, କବ୍ୟାଂଶ, ଲୋକ [[ଗୀତ]]ର ଅଂଶ ବିଶେଷ ଅଟେ ଏବଂ ଗଦ୍ୟ କିମ୍ବା ପଦ୍ୟ ଭାବେ ପ୍ରକାଶ ହୋଇଥାଏ । ଲୋକକଥା, ଢଗ ଢମାଳି ତଥା ଋଢୀ ପ୍ରୟୋଗର ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଭାଷାଗତ ମୂଲ୍ୟ କିଛି କମ୍‌ ନୁହେଁ । ମାନବ ସମାଜରେ ଭାବର ଏହି ବ୍ୟଙ୍ଗାତ୍ମକ ପରିପ୍ରକାଶରେ ସାଂସ୍କୃତିକ, ପୌରାଣିକ ତଥା ସାମାଜିକ ପରମ୍ପରାର ଝଲକ ଦେଖିବାକୁ ମିଳେ । ଆମ ଦୈନନ୍ଦିନ ଜୀବନର ନିତିଦିନିଆ ଘଟଣାକୁ ଏକ ରଚନାତ୍ମକ ତଥା ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରକାଶ କରିବାର ଏହି ଅଭିନବ ଶୈଳୀ ଆମ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ସାଧାରଣତଃ ଢଗ ଢମାଳିକୁ ସାତୋଟି ବିଚାରଧାରାରେ ଉଲ୍ଲିଖିତ କରାଯାଇପାରେ । ଯଥା: ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ ।<ref name="indianfolklore">{{cite web|url=http://www.indianfolklore.org/journals/index.php/Lok/article/download/1213/1410|title=Socio-cultural Praxis and Stylistics in Selected Odia Proverbs|last=Pratap Kumar Dash|first=Dr.|accessdate=2 November 2015}}</ref> ଅନ୍ୟ ଭାଷା ଭଳି [[ଓଡ଼ିଆ]] ଭାଷାରେ ଢଗ ଢମାଳିର ସଂଖ୍ୟା କିଛି କମ୍‌ ନୁହେଁ । ତେବେ ବ୍ୟାବହାରିକ ତଥା ଶୈଳୀଗତ ଦୃଷ୍ଟିରୁ ଓଡ଼ିଆ ଢଗ ଢମାଳିଗୁଡିକୁ ନିମ୍ନମତେ ଭାଗ କରାଯାଇପାରେ:<ref name="indianfolklore" />{{citeLead web|last=Prataptoo Kumar Dash|first=Dr.|title=Socio-cultural Praxis and Stylistics in Selected Odia Proverbs|url=http://www.indianfolklore.org/journals/index.php/Lok/article/download/1213/1410|accessdate=2 November 2015short}}</ref>
{{Lead too short}}
{{Sections}}
== ଇତିହାସ ==
ଓଡ଼ିଆ ସମାଜିକ ଚାଲିଚଲଣିରେ ଆକ୍ଷେପ, ଉପଦେଶ, ମନ୍ତବ୍ୟ ପାଇଁ ମୁଖ ନିସୃତ ଲୋକ କଥା ଯାହା ଋଢୀ, ପଦ, କବ୍ୟାଂଶ, ଲୋକ [[ଗୀତ]]ର ଅଂଶ ବିଶେଷ ଅଟେ ଏବଂ ଗଦ୍ୟ କିମ୍ବା ପଦ୍ୟ ଭାବେ ପ୍ରକାଶ ହୋଇଥାଏ । ଲୋକକଥା, ଢଗ ଢମାଳି ତଥା ଋଢୀ ପ୍ରୟୋଗର ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଭାଷାଗତ ମୂଲ୍ୟ କିଛି କମ୍‌ ନୁହେଁ । ମାନବ ସମାଜରେ ଭାବର ଏହି ବ୍ୟଙ୍ଗାତ୍ମକ ପରିପ୍ରକାଶରେ ସାଂସ୍କୃତିକ, ପୌରାଣିକ ତଥା ସାମାଜିକ ପରମ୍ପରାର ଝଲକ ଦେଖିବାକୁ ମିଳେ । ଆମ ଦୈନନ୍ଦିନ ଜୀବନର ନିତିଦିନିଆ ଘଟଣାକୁ ଏକ ରଚନାତ୍ମକ ତଥା ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରକାଶ କରିବାର ଏହି ଅଭିନବ ଶୈଳୀ ଆମ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ସାଧାରଣତଃ ଢଗ ଢମାଳିକୁ ସାତୋଟି ବିଚାରଧାରାରେ ଉଲ୍ଲିଖିତ କରାଯାଇପାରେ । ଯଥା: ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ ।<ref name=indianfolklore></ref> ଅନ୍ୟ ଭାଷା ଭଳି [[ଓଡ଼ିଆ]] ଭାଷାରେ ଢଗ ଢମାଳିର ସଂଖ୍ୟା କିଛି କମ୍‌ ନୁହେଁ । ତେବେ ବ୍ୟାବହାରିକ ତଥା ଶୈଳୀଗତ ଦୃଷ୍ଟିରୁ ଓଡ଼ିଆ ଢଗ ଢମାଳିଗୁଡିକୁ ନିମ୍ନମତେ ଭାଗ କରାଯାଇପାରେ:<ref name=indianfolklore>{{cite web|last=Pratap Kumar Dash|first=Dr.|title=Socio-cultural Praxis and Stylistics in Selected Odia Proverbs|url=http://www.indianfolklore.org/journals/index.php/Lok/article/download/1213/1410|accessdate=2 November 2015}}</ref>
==ଢଗମାନର ତାଲିକା==
=== ବ୍ୟାବହାରିକ ===
Line ୪୧ ⟶ ୩୯:
*'''ତଳ ବରଡା ଖସୁଛି, ଉପର ବରଡା ହସୁଛି; ମଝି ବରଡା ଥାଇଁ କହୁଛି, ତୋ ବେଳ କାଳ ଆସୁଛି-'''
*'''ତୁଳସୀ ଦୁଇ ପତ୍ରରୁ ବାସେ-'''
*'''ତୁଣ୍ଡ ବାଇଦ ସହସ୍ର କୋଶ-'''
*'''ତୁ ଯେତେ ହଲାଉଛୁ ହଲା, ମୁଁ ତଳେ ନପଡିଲେ ଗଲା-'''
*'''ଦିନେ ନାଇଁ କାଳେ ନାଇଁ, ରାତି ପାହିଲେ ମାଈଁ ମାଈଁ-'''
Line ୫୪ ⟶ ୫୩:
*'''ବାୟା ଚଢେଇର କି ଆସେ ଯାଏ, ବାଆ କଲେ ବସା ଦୋହଲୁଥାଏ-'''
*'''ବାପ ଖାଇଲା ତାଳ, ପୁଅକୁ ହୋଈଲା କାଳ-'''
*'''ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯାଏ-'''
*'''ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା-'''
*'''ବିରି ମାଡ ଶୁଣି କୋଳଥ ଚୋପା, ହରଡ କହୁଚି ରଖଲୋ ବାପା-'''
୬୦ କ ଧାଡ଼ି:
*'''ବୋଝ ଉପରେ ନଳିତା ବିଡା-'''
*'''ମଈଁଷି ଶିଙ୍ଗଟି ଫଟା, ଯୁଝିଲା ବେଳକୁ ଗୋଟା-'''
*'''ମନ ଯଦି ପବିତ୍ର, ଗାଁ ପୋଖରୀ ଗଙ୍ଗା-'''
*'''ମହରଗରୁ ଯାଇ କାନ୍ତାରରେ ପଡିବା-'''
*'''ମାଙ୍କଡ ହାତରେ ଶାଳଗ୍ରାମ-'''
Line ୭୫ ⟶ ୭୬:
*'''ହାତେ ମାପି ଚାଖଣ୍ଡେ ଚାଲ'''-
 
=== ଆଧ୍ୟାତ୍ମିକଧାର୍ମିକ ===
 
* '''ଅତି ଗର୍ବେ ହତ ଲଙ୍କା''' -
Line ୯୨ ⟶ ୯୩:
* '''ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁ ଗୀତଗାଏ''' - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା । <ref name=nuaodisha>{{cite web|title=ଓଡ଼ିଆ ଢଗ ଧମାଳି|url=http://www.nuaodisha.com/Odia-Dhaga-Dhamali-1.aspx|accessdate=2 November 2015}}</ref><ref name=odiaproverb>{{cite web|title=Common Odia Proverbs with their meaning|url=http://www.odiasantabanta.in/p/odia-dhaga-dhamali.html|accessdate=2 November 2015}}</ref><ref name=seshnag>{{cite web|title=Odia Proverb|url=http://www.filespump.net/15664630/Common-odia-proverbs-and-their-respective-english-meaning-pdf/|accessdate=2 November 2015}}</ref>
== ବାହାର ତଥ୍ୟ ==
<br />
* [https://en.wikipedia.org/wiki/Idiom "Idiom"]
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି