"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୨ କ ଧାଡ଼ି:
==ବଙ୍ଗଳାଦେଶରେ ପ୍ରେମ ବିବାହ==
ବଙ୍ଗଳାଦେଶରେ ରୋମାଣ୍ଟିକ ସମ୍ପର୍କକୁ ବର୍ଜିତ କରାଯାଇଛି । ସେଠାରେ ରୋମାଣ୍ଟିକ ଜୋଡି ଲୁଚି-ଲୁଚି ଦେଖା ହୁଅନ୍ତି ଏବଂ କଥାବାର୍ତ୍ତା ହୁଅନ୍ତି ।<ref>{{cite web|url=https://www.dhakatribune.com/opinion/2018/02/11/love-elopement-and-all-that|title=Love, elopement, and all that|website=dhakatribune.com|publisher=[[Dhaka Tribune]]|date=February 12, 2018|accessdate=July 29, 2018}}</ref><ref>{{cite web|url=https://bdnews24.com/bangladesh/2015/07/19/couple-student-commit-suicide-in-dhaka|title=Couple, student commit ‘suicide’ in Dhaka|website=bdnews24.com|publisher=[[Bdnews24.com]]|date=July 19, 2015|accessdate=July 5, 2018}}</ref> ସାଧାରଣତଃ, ମାନବ ହତ୍ୟା ହୋଇନଥାଏ, କିନ୍ତୁ ସମାଜର ବଡ଼ ବଡ଼ ଅଂଶର ଇସ୍ଲାମିକ ପାଳନ କାରଣରୁ ରୂମାନିୟତ ବହୁ ଅଧିକ ନିରାଶ ନିରୁପାୟ ହୋଇଯାଏ । ରୋମାଣ୍ଟିକ ସମ୍ପର୍କରେ ସାମିଲ ହେବା କିମ୍ବା ନିଜ ଇଚ୍ଛାରେ ନିଜ ଜୀବନସାଥୀକୁ ବାଛିବା ମଧ୍ୟ ବହୁ କଷ୍ଟ ଅଟେ । ସମାଜ ବହୁ ଜଟିଳ ଭାବେ ଆୟୋଜିତ ବିବାହ ଉପରେ ନିର୍ଭର କରିଥାଏ ।<ref>{{cite web|url=https://www.huffingtonpost.com/2014/05/19/bangladesh-love-and-marriage_n_5348246.html|title=To Love In Bangladesh|newspaper=[[HuffPost]]}}</ref>
==ୟୁରୋପରେ ପ୍ରେମ ବିବାହ==
 
ଐତିହାସକାର "ସ୍ଟେଫିନ କଣ୍ଟେଜ"ଙ୍କ ଅନୁସାରେ, ୧୪ବିଂ ଶତାବ୍ଦୀରେ ପ୍ରେମ ଏବଂ ବ୍ୟକ୍ତିଗତ କାରଣରୁ ବିବାହ ଦେଖାଦେଇଥିଲା । ଏହା ୧୭ବିଂ ଶତାବ୍ଦୀ ଆରମ୍ଭରୁ ଲୋକପ୍ରୀୟ ହେବାରେ ଲାଗିଲା ।<ref name=Malleable>{{cite news|title=The Malleable Estate: Is marriage more joyful than ever?|url=http://www.slate.com/articles/news_and_politics/history_book_blitz/2005/05/the_malleable_estate.single.html|accessdate=31 January 2015|work=[[Slate (magazine)|Slate]]|date=17 May 2005}}</ref> "ରାଣୀ ଭିକ୍ଟୋରୀୟା" ଓ "ଆଲବର୍ଟ, ରାଜା କନସର୍ଟ"ଙ୍କ ବିବାହ ବ୍ରିଟିସ ଜନତାଙ୍କ ମନରେ "ଭିକ୍ଟୀୟା ଯୁଗ"ରେ ପ୍ରେମ ବିବାହକୁ ଅଧିକ ସ୍ୱିକାର୍ଯ୍ୟ କରିଥିଲେ, ଯେଉଁଠାରେ କି ପ୍ରେମ ବିବାହ ବଢୁଥିଲା ।
 
 
==ଆଧାର==