"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
*'''କହିଲେ ତ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି-'''
*'''କାଉ କୋଇଲିକୋଈଲି ଏକ ବର୍ଣ୍ଣ, ରାବିଲା ବେଲକୁ ଭିନ୍ନ ଭିନ୍ନ-'''
*'''କାଲା ଆଗରେ ମୁଳାମୂଳା ଚୋବାଇବା-'''
*'''ଖଜୁରି ଗଛର କି ଗୁଣ ଗାଇବି, ସେ ତ ମୁଳରୁମୂଳରୁ ପାହାଚ ପାହାଚ'''-
* '''ଗରଜିଲା ମେଘ ବରଷେ ନାହିଁ''' - ଅତ୍ୟଧିକ ଗର୍ଜ୍ଜନ/ପାଟି କରୁଥିବା ବ୍ୟକ୍ତି କିଛି କରିପାରେ ନାହିଁ ।
* '''ଗରିବ ମାଇପ ସବୁରି ଶାଳୀ''' -
୩୯ କ ଧାଡ଼ି:
*'''ତୁ ଯେତେ ହଲାଉଛୁ ହଲା, ମୁଁ ତଳେ ନପଡିଲେ ଗଲା-'''
*'''ଦିନେ ନାଇଁ କାଳେ ନାଇଁ, ରାତି ପାହିଲେ ମାଈଁ ମାଈଁ-'''
*'''ଧୀରଧିର ପାଣି ପଥର କାଟେ-'''
*'''ନର ହେଉ ବା ହାତି, ଅଶ୍ୱଥୈମାଅଶ୍ୱତ୍ଥମା ହତ-'''
*'''ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ-'''
*'''ପାଣି ପିଇବ ଛାଣି, ପଇସା ରଖିବ ଗଣି-'''
*'''ପାଣି କୁନ୍ଦୁରି, ଆପଣା ମନକୁ ଆପେ ସୁନ୍ଦରି-'''
*'''ପୁଅ ଯେବେ ଯୋଗ୍ୟ ଧନ କାହା ପାଇଁ ସଞ୍ଚୁ, ପୁଅ ଯେବେ ଅଯୋଗ୍ୟ ଧନ କାହା ପାଇଁ ସଞ୍ଚୁ-'''
*'''ବସି ଖାଇଲେ ନଈ ବାଲିି ସରେ-'''
*'''ବସିବା ଠାରୁ କାଶିବା ଭଲ-'''
*'''ବାହାପିଆର ବାରବାଟି ଚାଷ-'''
*'''ବାୟା ଚଢେଇର କି ଜାଏଯାଏ, ବାବାଆ କଲେ ବସା ଦୋହଲୁଥାଏ-'''
*'''ବାପ ଖାଇଲା ତାଳ, ପୁଅକୁ ହୋଈଲା କାଳ-'''
*'''ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା-'''
*'''ବିରି ମାଡ ଶୁଣି କୋଳଥ ଚୋପା, ହରଡ କହୁଚି ରଖଲୋ ବାପା-'''
*'''ବେଶି ଲୋକରେ ମୁସାମୂଷା ମରେନି-'''
*'''ବେଲ ପାଚିଲେ କାଉର ଜାଏଯାଏ କେତେ ନା ଆସେ କେତେ-'''
*'''ବୋଝ ଉପରେ ନଳିତା ବିଡା-'''
*'''ମଈଁଷି ଶିଙ୍ଗଟି ଫଟା, ଯୁଝିଲା ବେଳକୁ ଗୋଟା-'''
Line ୬୦ ⟶ ୬୨:
*'''ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ-'''
*'''ରଖେ ହରି ମାରେ କିଏ, ମାରେ ହରି ରଖେ କିଏ-'''
*'''ରାଗରେ ଚାଉଳ ଚୋବାଇବା-'''
*'''ରାଜା ପୁଜାପୂଜା ପାଏ ଆପଣା ଦେଶରେ, ଗୁଣି ପୁଜାପୂଜା ପାଏ ଦେଶ ବିଦେଶରେ-'''
*'''ସେ ତ କଂସାରି ଘରର ପାରା, ତାକୁ କୁଲା ଢାଉଁ ଢାଉଁ ଡରା-'''
*'''ସ୍ୱର୍ଗକୁ ନିଶୁଣି ନାହିଁ, ବଡଙ୍କୁ ଉତ୍ତର ନାହିଁ-'''
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି