"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
[[File:DickseeRomeoandJuliet.jpg|thumb|Archetypalଅର୍ଚ୍ଚେଥିପଲ loversପ୍ରେମୀ [[Romeo"ରୋମିୟୋ and Juliet]]ଜୁଲିୟେଟ" portrayedଦ୍ୱାରା byଚିତ୍ରିତ [[Frank"ଫ୍ରାଙ୍କ Bernardବର୍ଣ୍ଣ Dicksee|Frank Dicksee]]ଡ଼ିସ୍କ"]]
'''ପ୍ରେମ ବିବାହ''' ଶବ୍ଦଟି ସାଧାରଣତଃ ଦକ୍ଷିଣ ଏସିଆ, ଖାସ କରି ଭାରତ,ପାକିସ୍ତାନ,ବଙ୍ଗଳାଦେଶ ଓ ଶ୍ରୀଲଙ୍କାରେ ବର୍ଣ୍ଣିତ ଅଟେ । ଏହା ଏପରି ଏକ ବିବାହ ଅଟେ ଯେଉଁଠାରେ ପୁଅ ଏବଂ ଝିଅ ନିଜ ଇଚ୍ଛାରେ ନିଜ ମନପସନ୍ଦ ସାଥି ସହିତ ପରିବାରର ସହମତି କିମ୍ବା ବିନା ସହମତିରେ ବିବାହ କରିଥାନ୍ତି ।<ref name="Donner2012">{{cite book|author=Mr Henrike Donner|title=Domestic Goddesses: Maternity, Globalization and Middle-class Identity in Contemporary India|url=https://books.google.com/books?id=ysehAgAAQBAJ&pg=PA80|accessdate=31 January 2015|date=28 December 2012|publisher=Ashgate Publishing, Ltd.|isbn=978-1-4094-9145-3|pages=80, 86}}</ref><ref name=SriLanka>{{cite news|title=Glitz and tradition at Sri Lanka society wedding|url=https://www.bbc.com/news/world-south-asia-13060799|accessdate=31 January 2015|work=[[BBC News]]|date=13 April 2011|quote=Society is becoming more Westernised, too: this is a love marriage, not one arranged by the family.}}</ref><ref name=Afghan>{{cite news|title=Pakistan police to protect Afghan runaway couple|url=https://www.bbc.com/news/world-asia-18952987|accessdate=31 January 2015|work=[[BBC News]]|date=23 July 2012|quote=The couple say that they entered Pakistan illegally about three weeks ago and had a secret love marriage.}}</ref> ପ୍ରେମ ବିବାହର କୌଣସି ସ୍ପଷ୍ଟ ପରିଭାଷା ନାହିଁ । ଏହା ସାଧାରଣତଃ ଏକ ବିବାହର ବର୍ଣ୍ଣନା କରିବା ପାଇଁ ଉପ୍ୟୋଗ କରାଯାଏ ଯାହା ଯୁଗଳର ଏକମାତ୍ର ନିର୍ଣ୍ଣୟ ଅଟେ ।
== ଭାରତରେ ପ୍ରେମ ବିବାହ ==
୧୨ କ ଧାଡ଼ି:
==ବଙ୍ଗଳାଦେଶରେ ପ୍ରେମ ବିବାହ==
ବଙ୍ଗଳାଦେଶରେ ରୋମାଣ୍ଟିକ ସମ୍ପର୍କକୁ ବର୍ଜିତ କରାଯାଇଛି । ସେଠାରେ ରୋମାଣ୍ଟିକ ଜୋଡି ଲୁଚି-ଲୁଚି ଦେଖା ହୁଅନ୍ତି ଏବଂ କଥାବାର୍ତ୍ତା ହୁଅନ୍ତି ।<ref>{{cite web|url=https://www.dhakatribune.com/opinion/2018/02/11/love-elopement-and-all-that|title=Love, elopement, and all that|website=dhakatribune.com|publisher=[[Dhaka Tribune]]|date=February 12, 2018|accessdate=July 29, 2018}}</ref><ref>{{cite web|url=https://bdnews24.com/bangladesh/2015/07/19/couple-student-commit-suicide-in-dhaka|title=Couple, student commit ‘suicide’ in Dhaka|website=bdnews24.com|publisher=[[Bdnews24.com]]|date=July 19, 2015|accessdate=July 5, 2018}}</ref> ସାଧାରଣତଃ, ମାନବ ହତ୍ୟା ହୋଇନଥାଏ, କିନ୍ତୁ ସମାଜର ବଡ଼ ବଡ଼ ଅଂଶର ଇସ୍ଲାମିକ ପାଳନ କାରଣରୁ ରୂମାନିୟତ ବହୁ ଅଧିକ ନିରାଶ ନିରୁପାୟ ହୋଇଯାଏ । ରୋମାଣ୍ଟିକ ସମ୍ପର୍କରେ ସାମିଲ ହେବା କିମ୍ବା ନିଜ ଇଚ୍ଛାରେ ନିଜ ଜୀବନସାଥୀକୁ ବାଛିବା ମଧ୍ୟ ବହୁ କଷ୍ଟ ଅଟେ । ସମାଜ ବହୁ ଜଟିଳ ଭାବେ ଆୟୋଜିତ ବିବାହ ଉପରେ ନିର୍ଭର କରିଥାଏ ।<ref>{{cite web|url=https://www.huffingtonpost.com/2014/05/19/bangladesh-love-and-marriage_n_5348246.html|title=To Love In Bangladesh|newspaper=[[HuffPost]]}}</ref>
 
 
 
==ଆଧାର==