"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପାକିସ୍ତାନରେ ପ୍ରେମ ବିବାହ: re-categorisation per https://or.wikipedia.org/s/t0f
୫ କ ଧାଡ଼ି:
ଭାରତରେ ଏହା ୧୯୭୦ ପର ଠାରୁ ପ୍ରଚଳିତ ହୋଇଥିଲା । ଏହି ବିବାହରେ ପରିବାରର ସୀକୃତି ବାଧ୍ୟତାମୂଳକ ନୁହେଁ । ୨୦୧୨ ଏନଡ଼ିଟିଭି ସର୍ଭେ ଅନୁସାରେ ୭୪% ଲୋକେ ଆୟୋଜିତ ବିବାହକୁ ପସନ୍ଦ କରିଥିଲେ ।
== ପାକିସ୍ତାନରେ ପ୍ରେମ ବିବାହ ==
ପାକିସ୍ତାନରେ ପରିବାର ଦ୍ୱାରା ଠିକ ହୋଇଥିବା ବିବାହ ଆଦର୍ଶ ଅଟେ ଓ ପ୍ରେମ ବିବାହ ବିରଳ ଅଟେ ।(ମାନବ ହତ୍ୟା)ର ବହୁ ମାମଲା ପ୍ରତି ବର୍ଷ ରେକର୍ଡ କରାଯାଏ ।<ref name=StoningVictim>{{cite news|title=Pakistan stoning victim's husband condemns police|url=https://www.bbc.com/news/world-asia-27614359|accessdate=31 January 2015|work=[[BBC News]]|date=29 May 2011}}</ref> ଏଠାରେ ପ୍ରେମ ବିବାହ ବିରଳ । ଲୋକମାନେ ଏହାର ଘୋର ବିରୋଧ କରନ୍ତି । ପ୍ରାୟ ଘଟଣାରେ ଝିଅକୁ ମାରି ଦିଆଯାଇଥାଏ । ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିବାର ବି ନଜର ରହିଛି ।<ref name=PakistanCoupleMurdered>{{cite news|title=Pakistan ‘love marriage’ couple murdered by girl’s family|url=http://www.thenational.ae/world/south-asia/pakistan-x2018love-marriagex2019-couple-murdered-by-girlx2019s-family|accessdate=31 January 2015|work=[[The National (Abu Dhabi)]]|date=29 June 2014}}</ref> ପାକିସ୍ତାନରେ "ମାନବାଧିକାର ଆୟୋଗ" ମିଡିଆରେ ରିପୋର୍ଟ କରାଯାଇଥିବା ଏପରି ମୋକଦ୍ଦମା ୮୬୯ ମାମଲାକୁ ଗଣିଥିଲା, କିନ୍ତୁ ଧ୍ୟାନ ଦେଇଥିଲା ଯେ ଏହିପରି ବହୁ ମାମଲା ଅପ୍ରାପ୍ତ ମଧ୍ୟ ହୋଇପାରେ ।<ref name=RuralHeartland>{{cite news|title=Dark tale of love and murder in Pakistan's rural heartland|url=https://www.reuters.com/article/2014/05/30/us-pakistan-woman-murder-idUSKBN0EA1IG20140530|accessdate=31 January 2015|work=[[Reuters]]|date=30 May 2014}}</ref>
 
[[ଶ୍ରେଣୀ:ଚଳଣି]]