"ବାଳଗୋପାଳ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Balgopal Mishra}}
 
'''ବାଲଗୋପାଲ ମିଶ୍ର''' (ଜନ୍ମ: ୫ ନଭେମ୍ବର ୧୯୪୧; ଜନ୍ମସ୍ଥାନ: [[ଟିଟିଲାଗଡ଼]], [[ବଲାଙ୍ଗୀର ଜିଲ୍ଲା]], [[ଓଡ଼ିଶା]]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ [[ଭାରତୀୟ ଜନତା ପାର୍ଟି]]<nowiki/>ର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ [[ଲୋଇସିଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଓଡ଼ିଶାର ବିଧାନର [[୮ମ ବିଧାନ ସଭା|୮ମ]], [[୯ମ ବିଧାନ ସଭା|୯ମ]], [[୧୧ଶ ବିଧାନ ସଭା|୧୧ଶ]] ଓ [[୧୨ଶ ବିଧାନ ସଭା|୧୨ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତୀୟ ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>ର [[୯ମ ଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>[http://myneta.info/loksabha2004/candidate.php?candidate_id=2885 My Neta]</ref><ref>[http://www.rediff.com/news/2000/feb/15oris1.htm Electorate sick of lying politicians in Bolangir]</ref><ref>[http://www.thehindu.com/2004/03/12/stories/2004031202281200.htm Where families stand divided]</ref><ref>[http://www.thehindu.com/2004/03/07/stories/2004030703231000.htm BJP legislator spearheads Koshal slogan]</ref>