"ବାଳଗୋପାଳ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
'''ବାଲଗୋପାଲ ମିଶ୍ର''' (ଜନ୍ମ: ୫ ନଭେମ୍ବର ୧୯୪୧; ଜନ୍ମସ୍ଥାନ: [[ଟିଟିଲାଗଡ଼]], [[ବଲାଙ୍ଗୀର ଜିଲ୍ଲା]], [[ଓଡ଼ିଶା]]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ [[ଭାରତୀୟ ଜନତା ପାର୍ଟିରପାର୍ଟି]]<nowiki/>ର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୮୫ସେ ମସିହାରେ[[ଲୋଇସିଙ୍ଗା ସେ(ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲୋଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ]]<nowiki/>ରୁ ଓଡ଼ିଶାର ବିଧାନର [[୮ମ ବିଧାନ ସଭାକୁସଭା|୮ମ]], [[୯ମ ବିଧାନ ସଭା|୯ମ]], [[୧୧ଶ ବିଧାନ ସଭା|୧୧ଶ]] ଓ [[୧୨ଶ ବିଧାନ ସଭା|୧୨ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ [[ଜନତା ଦଳରଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ]]<nowiki/>ରୁ [[ଭାରତୀୟ ସଂସଦରସଂସଦ]]<nowiki/>ର ତଳ ସଦନ [[ଲୋକ ସଭାରସଭା]]<nowiki/>ର [[୯ମ ସଭାକୁଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>[http://myneta.info/loksabha2004/candidate.php?candidate_id=2885 My Neta]</ref><ref>[http://www.rediff.com/news/2000/feb/15oris1.htm Electorate sick of lying politicians in Bolangir]</ref><ref>[http://www.thehindu.com/2004/03/12/stories/2004031202281200.htm Where families stand divided]</ref><ref>[http://www.thehindu.com/2004/03/07/stories/2004030703231000.htm BJP legislator spearheads Koshal slogan]</ref>
 
== ଜନ୍ମ ଓ ପରିବାର ==
ବାଲୋଗୋପାଲ ମିଶ୍ର ୧୯୪୧ ମସିହାର ନଭେମ୍ବର ମାସ ୫ ତାରିଖରେ ଓଡ଼ିଶାର[[ଓଡ଼ିଶା]]<nowiki/>ର [[ବଲାଙ୍ଗୀର ଜିଲ୍ଲାସ୍ଥିତଜିଲ୍ଲା]]<nowiki/>ସ୍ଥିତ ଟିଟିଲାଗଡ଼ଠାରେ[[ଟିଟିଲାଗଡ଼]]<nowiki/>ଠାରେ ଜନ୍ମ ହୋଇଥିଲେ ।<ref name="BalGopal">{{cite web |title=Shri Bal Gopal Mishra |url=http://odishaassembly.nic.in/memberprofile.aspx?img=110 |website=odishaassembly.nic.in |publisher=Odisha Assembly |accessdate=10 February 2019}}</ref> ତାଙ୍କ ପିତା ହେଉଛନ୍ତି କେ.ପି. ମିଶ୍ର । ସେ ପ୍ରମୋଦିନୀ ମିଶ୍ରଙ୍କୁ ବିବାହ କରିଥିଲେ । ସେ ବିଜ୍ଞାନରେ[[ବିଜ୍ଞାନ]]<nowiki/>ରେ ସ୍ନାତକୋତ୍ତର କରିବାପରେ ଓକିଲାତି ପଢ଼ିଥିଲେ ।<ref name="BalGopal"/>
 
== ରାଜନୈତିକ ଜୀବନ ==
ବାଲଗୋପାଲ ୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ [[ଲୋଇସିଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ)|ଲୋଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଓଡ଼ିଶା ବିଧାନ ସଭା|ଓଡ଼ିଶାର ବିଧାନ ସଭାରସଭା]]<nowiki/>ର [[୮ମ ସଭାକୁବିଧାନ ସଭା|୮ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" /> ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ [[୯ମ ବିଧାନ ସଭାକୁସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |publisher=ଆମ ଓଡ଼ିଶା |location=ଭୁବନେଶ୍ୱର |page=୨୪୩ |url=https://or.wikisource.org/s/5ko |accessdate=10 February 2019}}</ref> ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ [[ବଲାଙ୍ଗୀର (ଲୋକ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ)|ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା ଦଳ]] ପ୍ରତିନିଧି ଭାବରେ [[ଲୋକ ସଭାରସଭା]]<nowiki/>ର [[୯ମ ସଭାକୁଲୋକ ସଭା|୯ମ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" />
 
ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ [[୧୧ଶ ବିଧାନ ସଭାକୁସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" /> ପରେ [[ଭାରତୀୟ ଜନତା ପାର୍ଟିରପାର୍ଟି]]<nowiki/>ର ପ୍ରତିନିଧି ଭାବରେ ବାଲଗୋପାଲ [[୧୨ଶ ବିଧାନ ସଭାକୁସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="BalGopal" />
 
== ଆଧାର ==