"ବାଳଗୋପାଳ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨ କ ଧାଡ଼ି:
 
== ଜନ୍ମ ଓ ପରିବାର ==
ବାଲୋଗୋପାଲ ମିଶ୍ର ୧୯୪୧ ମସିହାର ନଭେମ୍ବର ମାସ ୫ ତାରିଖରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ଠାରେ ଜନ୍ମ ହୋଇଥିଲେ ।<ref name="BalGopal">{{cite web |title=Shri Bal Gopal Mishra |url=http://odishaassembly.nic.in/memberprofile.aspx?img=110 |website=odishaassembly.nic.in |publisher=Odisha Assembly |accessdate=10 February 2019}}</ref> ତାଙ୍କ ପିତା ହେଉଛନ୍ତି କେ.ପି. ମିଶ୍ର । ସେ ପ୍ରମୋଦିନୀ ମିଶ୍ରଙ୍କୁ ବିବାହ କରିଥିଲେ । ସେ ବିଜ୍ଞାନରେ ସ୍ନାତକୋତ୍ତର କରିବାପରେ ଓକିଲାତି ପଢ଼ିଥିଲେ ।<ref name="BalGopal"/>
 
== ରାଜନୈତିକ ଜୀବନ ==