"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
[[ଫାଇଲ:Cycas rumphii BotGard1105MalePlantWithCone12.JPG|thumb|297x297_ପିକସେଲ|''Cycas rumphii'']]
[[ବିଜ୍ଞାନ|ବିଜ୍ଞାନର]] ଯେଉଁ ବିଭାଗରେ [[ଉଦ୍ଭିଦ]] ତଥା ସେମାନଙ୍କ ବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ '''ଉଦ୍ଭିଦବିଜ୍ଞାନ''' କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକ ମାନଙ୍କୁ '''ଉଦ୍ଭିଦବି଼ଜ୍ଞାନୀ''' ବା '''ଉଦ୍ଭିଦବି଼ଜ୍ଞାନବିତ୍''' (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ ''botanē''ରୁ ଆନୀତ) କୁହାଯାଏ । ଉଦ୍ଭିଦବିଜ୍ଞାନୀ ମାନେ ସଧାରଣରେ ଦେଖାଯାଉଥିବା [[ଗଛ]], ଲତାଙ୍କ ବ୍ୟତୀତ [[ଶୈବାଳ]] ଓ [[ଫିମ୍ପି]] ଙ୍କୁ ମଧ୍ୟ ଅଧ୍ୟୟନ କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୬୪,୦୩୫ଟି ଉଦ୍ଭିଦ ପ୍ରଜାତି ଆବିଷ୍କାର କରାଯାଇଅଛି। ଏଥିମଧ୍ୟରୁ ୩୫୦,୬୯୯ଟି ପ୍ରଜାତିକୁ ପ୍ରକୃତ [[ପ୍ରଜାତି]]<nowiki/>ର ମାନ୍ୟତା ଦିଆଯାଇଛି।<ref>{{Cite web|url=http://www.theplantlist.org/|title=The Plant List|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref>
 
ଥିଓଫ୍ରାଷ୍ଟସ୍ (Theophrastus) ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି ବିବେଚନା କରାଯଏ।<ref>{{Cite web|url=https://www.encyclopedia.com/science/encyclopedias-almanacs-transcripts-and-maps/origins-botany|title=The Origins of Botany|last=|first=|date=|website=|archive-url=|archive-date=|dead-url=|access-date=November 22, 2017}}</ref> <ref>{{Cite web|url=http://www.wildfoodschool.com/history-of-botany.htm|title=The Origins of Botany|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref> କିନ୍ତୁ ଆଦିମ କାଳରୁ ଉଦ୍ଭିଦ ମାନଙ୍କୁଜାତ ଦ୍ରବ୍ୟକୁ ଖାଦ୍ୟ, ଔଷଧ ଇତ୍ୟାଦିରେ ବ୍ୟବହାର କରାଯାଇ ଆସୁଅଛି ଏବଂ ଅନେକ ପ୍ରାଚୀନ ସଭ୍ୟତାରେ ସେମାନଙ୍କ ବିଶେଷତ୍ୱ ଅନୁସାରେ ଉଦ୍ଭିଦ ମାନଙ୍କୁ ବିଭିନ୍ନ ଶ୍ରେଣୀ (ଯଥା ଶସ୍ଯ, ଔଷଧ ଓ ବିଷାକ୍ତ) ରେ ବିଭକ୍ତ କରାଯାଇଛି।କରିଥିଲେ। ୧୮ଶହ ଶତାଦ୍ଧୀରେ ଇଉରୋପର ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ଏହା ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତଶ୍ରେଣୀବିଭାଗ କରିବା କାର୍ଯ୍ୟ କୁ ପ୍ରୋତ୍ସାହିତ କରିଥିଲା। ଏଥିସହ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କାମାନଙ୍କ ବିଭ୍ଭିନାତାକୁ ଅଧ୍ୟୟନ କରି binomial nomenclature ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣ ସହଜରେ କରାଯାଇପାରିଲା। [[ଚାର୍ଲସ୍ ଡାରୱିନ୍]] ଉଦ୍ଭିଦ ବିବର୍ତ୍ତନକୁ ଅଧ୍ୟୟନ କରିଥିଲେ।
 
୧୯ଂଶ ତଥା ୨୦ଂଶ ଶତବ୍ଦୀରେ ଉନ୍ନତ ବୈଷୟିକ ତଥା ବୈଜ୍ଞାନିକ କ୍ଔଶଳରେ ଅଗ୍ରଗତି ଯୋଗୁँ [[ଉଦ୍ଭିଦକୋଷ]], [[ରସାୟନ ବିଜ୍ଞାନ|ରସାୟନବିଜ୍ଞାନ]], ବଂଶାନୁକ୍ରମର ଅଧ୍ୟୟନ କରଗଲା। ଗତ ଦୁଇ ଦଶକରେ D.N.A sequencing ପଦ୍ଧତି ଦ୍ୱରା ଉଦ୍ଭିଦର ବିକାଶ ଏବଂ ବୃଦ୍ଧିକୁ ଅଧ୍ୟୟନ କରଯାଉଛି।
Line ୨୪ ⟶ ୨୫:
 
== ଉଦ୍ଭିଦବିଜ୍ଞାନର ଉପଯୋଗିତା ==
[[ଫାଇଲ:Photosynthesis en.svg|thumb|ଆଲୋକଶ୍ଳେଷଣ]]
ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠିରହିବା ପାଇଁ ଉଦ୍ଭିଦ ମାନଙ୍କ ଗୁରୂତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟ ତଥା ଅନ୍ୟ ଜୀବ ମାନେ ଉଦ୍ଭିଦଜାତ ପଦର୍ଥ କୁ ଖାଦ୍ୟ ଭବେ ଗ୍ରହଣ କରିଥାନ୍ତି। ତାଛଡା ଅନେକ ଦରକରୀ ବସ୍ତୁ ଯେପରିକି ଝୋଟ, ତୂଳା, ବିଭ୍ବିନ୍ନ ଔଷଧ ଏବଂ ଇନ୍ଧନ ମଧ୍ୟ ଉଦ୍ଭିଦ ଠାରୁ ମିଳିଥାଏ। ପରିବେଶରେ ବିଭ୍ଭିନ୍ନ ଉପାଦାନ ଯେପରିକି ଅଙ୍ଗାରକ, ଯବକ୍ଷାରଜାନର ପୁନ୍ଃଚକ୍ରଣରେ ଉଦ୍ଭିଦ ମାନେ ସକ୍ରିୟ ଭୂମିକ ନିର୍ବାହ କରିଥାନ୍ତି। ମାଟିରୁ [[ଜଳ]], [[ପୃଥିବୀର ବାୟୁମଣ୍ଡଳ|ବାୟୁ ମଣ୍ଡଳ]]<nowiki/>ରୁ [[ଅଙ୍ଗାରକାମ୍ଳ]] ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି [[ଆଲୋକଶ୍ଲେଷଣ]] ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ [[ଅମ୍ଳଜାନ]] ବାଷ୍ପ ପ୍ରସ୍ତୁତ କରିଥାନ୍ତି।
 
<chem>6CO2 + 6H2O -> C6H12O6 + 6O2</chem>
 
 
 
 
 
 
[[ଫାଇଲ:Medicago sativa root nodules.JPG|thumb|Root nodules]]
ଡାଲି ଜାତୀୟ ଶସ୍ୟ ମାନେ ରାଇଜୋବିୟମ୍ ବ୍ୟାକ୍ଟେରିଆ ସହଯୋଗରେ ବାୟୁମଣ୍ଡଳରୁ ମୁକ୍ତ ଯବକ୍ଷାରଜାନକୁ ବିବନ୍ଧିତ କରି ମୃତ୍ତିକା କୁ ଉର୍ବର କରିଥାନ୍ତି।
 
<chem>N2 + 16ATP -> 2NH3 + H2 + 12ADP + 16Pi</chem>
<br />
 
 
 
 
== ଉଦ୍ଭିଦ ଶ୍ରେଣୀବିଭାଗ ==
ଉଦ୍ଭିଦ ଶ୍ରେଣୀବିଭାଗୀକରଣ ଉଦ୍ଭିଦବିଜ୍ଞାନର ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ। [[ଚାର୍ଲସ୍ ଡାରୱିନ୍]] ଙ୍କ ଦ୍ୱାରା ବିବର୍ତ୍ତନବାଦ ବିଚାରଧାରା ପ୍ରକାଶ ହେବପରେ ଶ୍ରେଣୀବିଭାଗୀକରଣ ଉଦ୍ଭିଦ ପ୍ରଜାତିର ଉତ୍ପତି ତଥା ଅନ୍ୟ ଉଦ୍ଭିଦ ପ୍ରଜାତିସହ ସମ୍ବନ୍ଧ ଉପରେ ପର୍ଯ୍ୟବେଷିତ କରଗଲା। ଏହି ପ୍ରକାରର ବିଭାଗୀକରଣ କୁ ପ୍ରାକ୍ରୃତିକ ପଦ୍ଧତି ବୋଲି କୁହାଯାଏ।
Line ୪୭ ⟶ ୫୯:
*** ଏକ-ବୀଜପତ୍ରୀ
*** ଦ୍ୱି-ବୀଜପତ୍ରୀ
 
<br />
 
== ଉଦ୍ଭିଦବିଜ୍ଞାନର ମୂଖ୍ୟ ଶାଖା ==