"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୬ କ ଧାଡ଼ି:
ଦୈନନ୍ଦିନ ଜୀବନର ଅନେକ ବ୍ୟାବହାରିକ ସତ୍ୟକୁ ଦର୍ପଣ ଭଳି ଆମକୁ ଦେଖାଇ ଆମର ଭବିଷ୍ୟତ ପାଇଁ ଏକ ମାର୍ଗ ଦର୍ଶନ କରୁଥିବା କିଛି ଢଗ ଏହି ଶ୍ରେଣୀର ଅନ୍ତର୍ଗତ ।
* '''ଅତି ପରିଚୟେ ସମ୍ମାନ ହାନୀ''' -
*'''ଆରେ ଢମଣା, ବୁଲି ବୁଲି କରି ସେହି ଅଗଣା'''-
* '''ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ''' -
* '''ଅଣ୍ଟିଛୁରୀ ତଣ୍ଟି କାଟେ''' -
* '''ଅନ୍ଧ ଦେଶେ ଗଲି ଦର୍ପଣ ବିକି''' -
୧୪ କ ଧାଡ଼ି:
* '''ଅରକ୍ଷିତକୁ ଦଇବ ସାହା''' -
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
*'''କହିଲେ ତ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି-'''
*'''କାଉ କୋଇଲି ଏକ ବର୍ଣ୍ଣ, ରାବିଲା ବେଲକୁ ଭିନ୍ନ ଭିନ୍ନ-'''
*'''କାଲା ଆଗରେ ମୁଳା ଚୋବାଇବା-'''
*'''ଖଜୁରି ଗଛର କି ଗୁଣ ଗାଇବି, ସେ ତ ମୁଳରୁ ପାହାଚ ପାହାଚ'''-
* '''ଗରଜିଲା ମେଘ ବରଷେ ନାହିଁ''' - ଅତ୍ୟଧିକ ଗର୍ଜ୍ଜନ/ପାଟି କରୁଥିବା ବ୍ୟକ୍ତି କିଛି କରିପାରେ ନାହିଁ ।
* '''ଗରିବ ମାଇପ ସବୁରି ଶାଳୀ''' -
Line ୨୬ ⟶ ୩୦:
* '''ଚକେ ଗଲେ ବାରହାତ''' -
* '''ଚାଲୁଣୀ କହୁଚି ଛୁଞ୍ଚିକୁ''' -
*'''ଚାଲି ନ ଜାଣି ବାଟର ଦୋଷ-'''
*'''ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ-'''
* '''ଝିମିଟି ଖେଳରୁ ମହାଭାରତ-''' -
*'''ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ-'''
*'''ତଳ ବରଡା ଖସୁଛି, ଉପର ବରଡା ହସୁଛି; ମଝି ବରଡା ଥାଇଁ କହୁଛି, ତୋ ବେଳ କାଳ ଆସୁଛି-'''
*'''ତୁଳସୀ ଦୁଇ ପତ୍ରରୁ ବାସେ-'''
*'''ତୁ ଯେତେ ହଲାଉଛୁ ହଲା, ମୁଁ ତଳେ ନପଡିଲେ ଗଲା-'''
*'''ଦିନେ ନାଇଁ କାଳେ ନାଇଁ, ରାତି ପାହିଲେ ମାଈଁ ମାଈଁ-'''
*'''ଧୀର ପାଣି ପଥର କାଟେ-'''
*'''ନର ହେଉ ବା ହାତି, ଅଶ୍ୱଥୈମା ହତ-'''
*'''ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ-'''
*'''ପାଣି ପିଇବ ଛାଣି, ପଇସା ରଖିବ ଗଣି-'''
*'''ପାଣି କୁନ୍ଦୁରି, ଆପଣା ମନକୁ ଆପେ ସୁନ୍ଦରି-'''
*'''ପୁଅ ଯେବେ ଯୋଗ୍ୟ ଧନ କାହା ପାଇଁ ସଞ୍ଚୁ, ପୁଅ ଯେବେ ଅଯୋଗ୍ୟ ଧନ କାହା ପାଇଁ ସଞ୍ଚୁ-'''
*'''ବାହାପିଆର ବାରବାଟି ଚାଷ-'''
*'''ବାୟା ଚଢେଇର କି ଜାଏ, ବା କଲେ ବସା ଦୋହଲୁଥାଏ-'''
*'''ବାପ ଖାଇଲା ତାଳ, ପୁଅକୁ ହୋଈଲା କାଳ-'''
*'''ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା-'''
*'''ବିରି ମାଡ ଶୁଣି କୋଳଥ ଚୋପା, ହରଡ କହୁଚି ରଖଲୋ ବାପା-'''
*'''ବେଶି ଲୋକରେ ମୁସା ମରେନି-'''
*'''ବେଲ ପାଚିଲେ କାଉର ଜାଏ କେତେ ନା ଆସେ କେତେ-'''
*'''ବୋଝ ଉପରେ ନଳିତା ବିଡା-'''
*'''ମଈଁଷି ଶିଙ୍ଗଟି ଫଟା, ଯୁଝିଲା ବେଳକୁ ଗୋଟା-'''
*'''ମହରଗରୁ ଯାଇ କାନ୍ତାରରେ ପଡିବା-'''
*'''ମାଙ୍କଡ ହାତରେ ଶାଳଗ୍ରାମ-'''
*'''ମାନିଲେ ଠାକୁର, ନ ମାନିଲେ ପଥର-'''
*'''ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ-'''
* '''ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ-''' -
*'''ରଖେ ହରି ମାରେ କିଏ, ମାରେ ହରି ରଖେ କିଏ-'''
*'''ରାଜା ପୁଜା ପାଏ ଆପଣା ଦେଶରେ, ଗୁଣି ପୁଜା ପାଏ ଦେଶ ବିଦେଶରେ-'''
*'''ସେ ତ କଂସାରି ଘରର ପାରା, ତାକୁ କୁଲା ଢାଉଁ ଢାଉଁ ଡରା-'''
*'''ସ୍ୱର୍ଗକୁ ନିଶୁଣି ନାହିଁ, ବଡଙ୍କୁ ଉତ୍ତର ନାହିଁ-'''
*'''ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର ଅବା କାହକୁ ମାରିବ ମାରୁଥାଏ ଚୁଲି ମୁହଁକୁ-'''
*'''ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି-'''
*'''ହାତି ଜଙ୍ଗଲରେ ବଢିଲେ ବି ରାଜାର-'''
*'''ହାତି ମଲେ ଲକ୍ଷେ, ବଞ୍ଚିଲେ ଲକ୍ଷେ-'''
*'''ହାତେ ମାପି ଚାଖଣ୍ଡେ ଚାଲ'''-
 
=== ପୌରାଣିକ ===
Line ୩୨ ⟶ ୭୩:
* '''ଅତିରୁ ଇତି''' -
* '''ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ''' -
* '''ଝିମିଟି ଖେଳରୁ ମହାଭାରତ''' -
 
=== କିମ୍ବଦନ୍ତୀ ତଥା ଉପାଖ୍ୟାନ ===
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି