"ଫେସବୁକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪୯ କ ଧାଡ଼ି:
== ଇତିହାସ ==
ଫିଲିପ୍ସ ଏକ୍ସଟର ଏକାଡେମୀରୁ ମାର୍କ ଜୁକରବର୍ଗ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ "ଦି ଫୋଟ ଆଡ୍ରେସ ବୁକ" ପ୍ରସ୍ତୁତ କରାଯାଇଥିଲା,ଯାହାକୁ ସେମାନେ ଦ ଫେସବୁକ ଭାବେ ଅଭିହିତ କରୁଥିଲେ ।ଏଥିରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢା ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିଲେ ।ଏଭଳି ଫେସବୁକଦ୍ୱାରା ଅନୁପ୍ରାଣୀତ ହେଇ ମାର୍କ ଜୁକରବର୍ଗ ହାର୍ଭାର୍ଡ ସ୍ଥିତ ନିଜ ଶୟନ କକ୍ଷରୁ ଫେସବୁକ ସାଇଟ ପରିଚାଳନା କରିଥିଲେ ।ସେ ପ୍ରାରମ୍ଭିକ ସମୟରେ କେବଳ ହାର୍ଭାର୍ଡ ବିଷୟ ଉଲ୍ଲେଖ କରୁଥିଲେ ।କିନ୍ତୁ ପରେ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକକୁ ସେ ଅନ୍ୟ ସ୍କୁଲକୁ ମଧ୍ୟ ସମ୍ପ୍ରସାରଣ କରିଥିଲେ ।ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ ।ଏକ ଘର ଭଡାରେ ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ ।ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା ।<ref>http://www.newyorker.com/archive/2006/05/15/060515fa_fact_cassidy</ref>
 
୨୦୧୯ ମାସିହା ଫେବ୍ରୁଆରୀ ମାସ ୭ ତାରିଖାରେ ଫେସବୁକ, ଭାରାତ ବର୍ଷର ଅଦିବାସୀ ଝିଅ ମାନାଙ୍କୁ ଡିଜିଟାଲ ଜ୍ଞାନ କୌଶଳ ସିଖାଇବା କଥା ଘୋଷଣା କାରିଥିଲା । ଏହି କାର୍ଯ୍ୟକ୍ରମଟିକୁ ଗୋଇଙ୍ଗ ଅନଲାଇନ ଅଜ ଲିଡର୍ସ ନାମରେ ଫେସବୁକ ନାମିତ କରିଥିଲା । <ref>https://www.firstpost.com/tech/news-analysis/facebook-announces-digital-skilling-program-for-tribal-girls-in-5-indian-states-6041531.html</ref>
 
== କମ୍ପାନୀ ==
[[ଫାଇଲ:1601californiaavelobby.jpg|thumb|right|ପାଲୋ ଅଲଟୋ, କାଲିଫର୍ଣିଆର ଫୋର୍ଡ ପାର୍କରେ ଥିବା ଫେସବୁକର ମୁଖ୍ୟ କମ୍ପାନୀକୁ ରାସ୍ତା]]
"https://or.wikipedia.org/wiki/ଫେସବୁକ"ରୁ ଅଣାଯାଇଅଛି