"ଚକ୍ରଧର ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନୀ
୭ କ ଧାଡ଼ି:
| caption =
| birth_name =
| birth_date = <!-- {{Birth date and age|df=yesy|19581961|02|0219}} -->
| birth_place = [[ଟିଟିଲାଗଡ଼]]
| death_date = ୦୬{{Death ଫେବୃଆରୀdate ୨୦୧୮and age|df=yes|2019|02|06|1961|02|19}}<ref>{{cite news |title=Naveen condoles death of veteran filmmaker Chakradhar Sahu |url=http://www.pragativadi.com/naveen-condoles-death-of-veteran-filmmaker-chakradhar-sahu/ |accessdate=6 February 2019}}</ref>
| death_place = ଭୁବନେଶ୍ୱର
| death_cause = ଫୁସଫୁସ ଜନିତ ରୋଗ
| body_discovered =
| resting_place =
୨୧ କ ଧାଡ଼ି:
| citizenship = {{flag|ଭାରତୀୟ}}
| education =
| alma_mater = [[ଉତ୍କଳ ବିଶ୍ୱବିଦ୍ୟାଳୟ]], [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]]
| alma_mater =
| occupation =
| years_active =
୨୮ କ ଧାଡ଼ି:
| agent =
| known_for =
| notable_works = [[ନୀଳ ମାଷ୍ଟରାଣୀ]], [[ମୀମାଂସା]]
| style =
| influences =
୪୧ କ ଧାଡ଼ି:
| partner =
| children =
| parents = ନାଭ ସାହୁ, କଷଣୀ ସାହୁ
| relatives =
| callsign =
୫୭ କ ଧାଡ଼ି:
| footnotes =
}}
'''ଚକ୍ରଧର ସାହୁ'''(୧୯ ଫେବୃଆରୀ ୧୯୬୧ - ୦୬ ଫେବୃଆରୀ ୨୦୧୯), ଜଣେ ଓଡ଼ିଆ କଥାଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ସମ୍ପାଦକ ଥିଲେ ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=https://books.google.com/books?id=djUFmlFbzFkC&pg=PA70|date=17 April 2013|publisher=Routledge|isbn=978-1-136-77284-9|pages=70–}}</ref> ସେ ଉଭୟ ସମାନ୍ତରାଳ ଓ ବ୍ୟବସାୟିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଓଡ଼ିଆ ବ୍ୟତିତ ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଜଣେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

== ଜୀବନୀ ==
ଚକ୍ରଧର, ୧୯୬୧ ମସିହାରେ [[ବଲାଙ୍ଗୀର ଜିଲ୍ଲା]]ର [[ଟିଟିଲାଗଡ଼]]ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନାଭ ସାହୁ ଓ ମାତାଙ୍କ ନାମ କଷଣୀ ସାହୁ । ଚକ୍ରଧର, [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ ଆଇନରେ ସ୍ନାତକ ପଢିସାରି ୧୯୮୮ ମସିହାରେ [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]]ରୁରେ<ref>{{cite web |title=Veteran Odia Filmmaker Chakradhar Sahu Passes Away |url=https://odishatv.in/odisha/veteran-odia-filmmaker-chakradhar-sahu-passes-away-351269 |website=odishatv.in/ |publisher=odishatv |accessdate=6 February 2019}}</ref> ଫିଲ୍ମ ଏଡିଟିଂରେ ଡିପ୍ଲୋମା କରିପାଠ ଆରମ୍ଭ କରିଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହୋଇ, ସେ [[ମୁମ୍ବାଇ|ମୁମ୍ବାଇଠାରେ]] କାମ କରିବା ଆରମ୍ଭ କରିଥିଲେ । ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଧାରାବାହିକ "ଭାରତ ଏକ ଖୋଜ"ରେ ସେ ସହ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଶା ଫେରିବାପରେ ୧୯୯୬ମସିହାରେ ସେ [[ନୀଳ ମାଷ୍ଟରାଣୀ]] ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ।<ref>{{cite web |title=ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ |url=http://sambad.in/state/cine-director-chakradah-sahu-passes-away-299605/ |website=sambad.in |publisher=sambad |accessdate=6 February 2019}}</ref>
 
== ଓଡ଼ିଆ କଥାଚିତ୍ରରେ ଅବଦାନ ==
Line ୬୪ ⟶ ୬୭:
* [[ମୀମାଂସା]] - ୨୦୧୬
* [[କେବେ ତମେ ନାହଁ କେବେ ମୁଁ ନାହିଁ]] - ୨୦୧୨<ref>{{cite web |title=Soulful music of past recreated |url=https://www.telegraphindia.com/states/odisha/soulful-music-of-past-recreated/cid/477144 |website=www.telegraphindia.com |publisher=ଟେଲିଗ୍ରାଫ୍ |accessdate=6 February 2019}}</ref>
* ଇନ୍ଦ୍ରଧନୁର ଛାଇ - ୧୯୯୩
 
== ହିନ୍ଦୀ କଥାଚିତ୍ର ଓ ଧାରାବାହିକରେ ଅବଦାନ ==
* ପଥର କେ ଫୁଲ(ସହ ସମ୍ପାଦନା)
* ବିଶ୍ୱାତ୍ମା(ସହ ସମ୍ପାଦନା)
* କରାମତୀ କୋଟ(ସମ୍ପାଦନା)
* ଜମିନ ଆସମାନ ଧାରାବାହିକ(ସମ୍ପାଦନା)<ref>{{cite news |title=ଚାଲିଗଲେ ଚକ୍ରଧର |url=http://www.samajaepaper.in/?mod=1&pgnum=1&edcode=80&pagedate=2019-02-07 |accessdate=7 February 2019 |issue=ସମାଜ ୦୭/୦୨/୨୦୧୯ କଲିକତା ସଂସ୍କରଂଣ ପୃଷ୍ଠା ୩}}</ref>
 
== ସମ୍ମାନ ଓ ପୁରସ୍କାର ==