"ଲଡ଼ୁ କିଶୋର ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୮ କ ଧାଡ଼ି:
}}
 
'''ଲଡ଼ୁ କିଶୋର ସ୍ୱାଇଁ''' (୮ ଜୁଲାଇ ୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୪|୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନ]]<nowiki/>ରେ ଓଡ଼ିଶାର [[କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki>ରୁ</nowiki> [[ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ [[ବିଜୁ ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ ଓଡ଼ିଶାର [[ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତର ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>ର [[୧୬ଶ ଲୋକ ସଭା|୧୬ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ୫ ଫେବୃଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପାତାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।<ref name="death">{{cite news |title=Odisha: BJD MP Ladu Kishore Swain passes away at 71 |url=https://indianexpress.com/article/india/bjd-mp-ladu-kishore-swain-passes-away-5571204/ |accessdate=6 February 2019 |work=The Indian Express |date=6 February 2019 |language=en-IN}}</ref>
 
==ଜନ୍ମ==