"ଲଡ଼ୁ କିଶୋର ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲଡ଼ୁ କିଶୋର ସ୍ୱାଇଁ ଆରମ୍ଭ କରାଗଲା
 
ଟିକେNo edit summary
୨୮ କ ଧାଡ଼ି:
}}
 
'''ଲଡ଼ୁ କିଶୋର ସ୍ୱାଇଁ''' (୮ ଜୁଲାଇ ୨୯୪୮୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ । ସେ [[ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୪|୨୦୦୪ ଭାରତୀୟଓଡ଼ିଶା ସାଧାରଣବିଧାନ ନିର୍ବାଚନରେସଭା ନିର୍ବାଚନ]]<nowiki/>ରେ ଓଡ଼ିଶାର [[କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki>ରୁ</nowiki> [[ଓଡ଼ିଶା ବିଧାନ ସଭାକୁସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ [[ବିଜୁ ଜନତଜନତା ଦଳରଦଳ]]<nowiki/>ର ପ୍ରତିନିଧି ଭାବରେ ଓଡ଼ିଶାର [[ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁମଣ୍ଡଳୀ]]<nowiki/>ରୁ [[ଭାରତର ସଂସଦରସଂସଦ]]<nowiki/>ର ତଳ ସଦନରସଦନ [[ଲୋକ ସଭା]]<nowiki/>ର [[୧୬ଶ ସଭାକୁଲୋକ ସଭା|୧୬ଶ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
==ଜନ୍ମ==
ଲଡ଼ୁ କିଶୋର ସ୍ୱାଇଁ ୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।<ref name=":0">{{Cite web|url=http://sambad.in/state/mp-ladu-kishor-no-more-299466/|title=ସାଂସଦ ଲଡ଼ୁ କିଶୋର ସ୍ବାଇଁଙ୍କ ପରଲୋକ|date=2019-02-05|website=Sambad|language=en-US|access-date=2019-02-06}}</ref>
 
==ରାଜନୈତିକ ଜୀବନ==
ଲଡ଼ୁ କିଶୋର ୨୦୦୪ ମସିହାରେ [[କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । [[୨୦୧୪ ଭାରତୀୟ ସାଧାରଣ ନିର୍ବାଚନ]]<nowiki/>ରେ ସେ [[ବିଜୁ ଜନତା ଦଳ]]<nowiki/>ର ପ୍ରତିନିଧି ଭାବରେ ଓଡ଼ିଶାର [[ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୧୬ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
==ମୃତ୍ୟୁ==
ଲଡ଼ୁ କିଶୋର ସ୍ୱାଇଁ ୨୦୧୯ ମସିହା ଫେବ୍ରୁଆରୀ ମାସ ୫ ତାରିଖରେ ଓଡ଼ିଶାର [[ଭୁବନେଶ୍ୱର]] ସ୍ଥିତ ଆପୋଲି ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।<ref name=":0" /> ସେ [[ବୃକ୍‌କ|ବୃକକ୍]] ଜନିତ ରୋଗରେ ପିଡ଼ୀତ ଥିବାରୁ ତାଙ୍କୁ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ଏବଂ ସେ ରାତି ୧୧ଟା ୪୫ରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।<ref name=":0" />
 
==ଆଧାର==