"ବିଦ୍ୟୁତ୍ ସ୍ରୋତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୨ କ ଧାଡ଼ି:
}}</ref>
 
ବିଦ୍ୟୁତ୍ ସ୍ରୋତ, [[Joule heating|ଜୁଲ୍ ତାପନ]]ର ମୁଖ୍ୟ କାରଣ ଅଟେ, ଯାହାକି [[incandescent light bulbs|ଇନ୍‌କଣ୍ଡେସେଣ୍ଟ୍ ଲାଇଟ୍ ବଲ୍‌ବ୍‌]]ରେ [[ଆଲୋକ]] ସୃଷ୍ଟିକରେ । ଏହା [[magnetic fields|ଚୁମ୍ବକୀୟ କ୍ଷେତ୍ର]] ମଧ୍ୟ ସୃଷ୍ଟି କରେ, ଯାହାକି ମୋଟର, ଜେନେରେଟର ଏବଂ ଇଣ୍ଡକ୍‌ଟର ଗୁଡ଼ିକରେ ବ୍ୟବହୃତ ହୁଏ ।ବିଦ୍ୟୁତ ସ୍ରୋତ ସାଧାରଣତଃ ଦୁଇ ପ୍ରକାରର. Dc current ବା ସଳଖ ବିଦ୍ୟୁତ ସ୍ରୋତ ଏବଂ AC current ବା ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ
ସଳଖ ବିଦ୍ୟୁତ ସ୍ରୋତ
ଏହି ବିଦ୍ୟୁତ ସ୍ରୋତ ରେ ଇଲେକ୍ଟ୍ରୋନ ଗୁଡିକ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ
ଉଦାହରଣ ସ୍ୱରୂପ battery ରୁ ଯେଉଁ ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ ତାହା ହିଁ ସଳଖ ବିଦ୍ୟୁତ ସ୍ରୋତ
ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ
ଏହି ବିଦ୍ୟୁତ ସ୍ରୋତ ରେ ଇଲେକ୍ଟ୍ରୋନ ଗୁଡିକ ଗୋଟିଏ ଦିଗରେ ଯାଆନ୍ତି, ତା ପରେ ପୁଣି ଅନ୍ୟ ଏକ ଦିଗରେ ଯାଆନ୍ତି
ଉଦାହରଣ ସ୍ୱରୂପ
A---------------------B
ଗୋଟିଏ ପିଲା ପ୍ରଥମେ A ରୁ B କୁ ଗଲା ତାପରେ ପୁଣି B ରୁ A କୁ ଗଲା. ତା ପରେ A ରୁ B କୁ ପୁଣି B ରୁ A କୁ ଗଲା. ଏହିପରି କ୍ରମାଗତ କରି ଚାଲିଲା
ଠିକ ଏହିପରି ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ରେ ଇଲେକ୍ଟ୍ରୋନ ଗୁଡିକ ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ କୁ ଏବଂ ଅନ୍ୟ ମୁଣ୍ଡ ରୁ ଏ ମୁଣ୍ଡ କୁ ବାରମ୍ବାର ଗତି କାରିଥାନ୍ତି
 
== ସଂକେତ ==