"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧ କ ଧାଡ଼ି:
'''କ୍ଷୀରଚୋରା ଗୋପୀନାଥ ମନ୍ଦିର''' ରେମୁଣା ରେ ଅବସ୍ଥିତ । ଏହା [[ବାଲେସ୍ଵରବାଲେଶ୍ଵର]]ଠୁଠାରୁ ୯ କିମି ପୂର୍ବରେ ହାଉଡ଼ା ଓ [[ଭୁବନେଶ୍ଵର]] ମଝିରେ ପଡ଼େ । [[ରେମୁଣା]] ନାଆଁଟି ରମଣିୟ ନାଆଁରୁ ଆସିଛି ଜାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିର ମାନଙ୍କ ଭିତରେ ଏକ ଜଣାଶୁଣା ମନ୍ଦିର । ଏହା ଗଙ୍ଗବଂଶର ରାଜାଙ୍କ ଦ୍ଵାରା ତିଆରି କରାଯାଇଥିଲା । ରେମୁଣାର ଗଛଲତା ଭରା ଏକ ଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ପାଇଥାନ୍ତି । ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ବର୍ଷ ସାରା । ପ୍ରାଚୀନ ଉତ୍କଳର ରାଜା ଲାଙ୍ଗୁଲା ନରସିଁହ ଦେବ ଏହି ମନ୍ଦିର ଗଢ଼ିଥିଲେ |
 
== '''କିମ୍ବଦନ୍ତି କହେ''' ==