"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
(English interwiki+)
୨ କ ଧାଡ଼ି:
 
== '''କିମ୍ବଦନ୍ତି କହେ''' ==
କୁହାଯାଏ ଥରେ ଜଣେ ଭକତ ରାଘବେନ୍ଦ୍ର ପୁରି, [[ପୁରୀ]]ର ରଥଯାତ ଦେଖିବାକୁ ଆସିବା ବେଳେ ବାଟ ଚାଲିଚାଲି ଥକି ଯାଇଥିଲେ । ବାଟରେ କିଛି ନ ପାଇବାରୁ ଗଛ ମୂଳରେ ଶୋଇ ପଡ଼ିଥିଲେ ଖାଲିପେଟରେ । ଏହି ସମୟରେ ଗୋପୀନାଥ ନିଜ ପିନ୍ଧା କାନିରେ ତାଙ୍କ ପାଇଁ କ୍ଷୀରଠେକିଏ ଲୁଚାଇ ରଖିଥିଲେ ଆଉ ଉପାସିଆ ଭକତ ପାଇଁ ନେଇ ଯାଇଥିଲେ, ଭକତକୁ ସେବକ ବେଶରେ ଯାଇ କହିଲେ କ୍ଷୀର ପିଇ ଦେବାକୁ, ଏତେ ରାତିରେ ଭକତ ରାଘବେନ୍ଦ୍ର ପଚାରନ୍ତେ କିଏ ସେ ବୋଲି ପ୍ରଭୁ ଗୋପୀନାଥ ଉତ୍ତର ଦେଲେ ସେ ଠାକୁରଙ୍କ ସେବକ ଆଉ ଖୋଦ ଠାକୁର ତାଙ୍କୁ ପଠାଇଛନ୍ତି କ୍ଷୀର ଦେଇ । ଫେରିବା ବାଟରେ ପ୍ରଭୁ ଗୋପୀନାଥ ହାବୁଡ଼ି ପଡ଼ିଲେ ସୋଇଥିବା ବ୍ରାହ୍ସଣକୁ, କଥା ପ୍ରଘଟ ହେଲା ଚାରିଆଡ଼େ ଆଉ ସେଇ ଦିନ ଠୁ ନାଆଁ ରହିଲା କ୍ଷୀରଚୋରା ଗୋପୀନାଥ । ଅରବିନ୍ଦ
 
== '''ବିଗ୍ରହ''' ==