"ନିମ୍‌କି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଗୀତ
ଟିକେ ଆଧାର
୨୭ କ ଧାଡ଼ି:
}}
 
'''ନିମ୍‌କି''', ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |last1=Das |first1=Prafullla |title=Odia films on politicians to hit screens ahead of polls |url=https://www.thehindu.com/news/national/other-states/odia-films-on-politicians-to-hit-screens-ahead-of-polls/article26019638.ece |accessdate=29 January 2019 |work=The Hindu |date=18 January 2019 |language=en-IN}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁନା ମଙ୍ଗରାଜ ଓ ବର୍ଷା ପ୍ରିୟଦର୍ଶିନୀ ।<ref name="Nimki on 23">{{cite news |title=ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ |url=http://sambad.in/entertainment/barsha-dream-film-289167/ |accessdate=22 January 2019 |work=Sambad |date=20 January 2019 |archiveurl=http://www.webcitation.org/75cNitQZ6 |archivedate=22 January 2019 |location=Odisha |language=Odia}}</ref> ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଦିଲୀପ ଚୈଧୁରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |last1=Das |first1=Sowmika |title=Sushant changes camera tactics for Nimki |url=http://www.newindianexpress.com/states/odisha/2018/aug/18/sushant-changes-camera-tactics-for-nimki-1859425.html |accessdate=29 January 2019 |work=The New Indian Express |date=18 August 2018}}</ref>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।<ref>{{cite news|title=କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!|url=http://sambad.in/entertainment/about-barsha-and-archita-ollywood-story-139221/|accessdate=6 June 2018|newspaper=sambad.in|date=14 May 2018 |archiveurl=http://www.webcitation.org/75nDV8Z3R |archivedate=29 January 2019 |location=Odisha |language=Odia}}</ref> ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="Nimki on 23"/>
୪୩ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ [[ପ୍ରେମ ଆନନ୍ଦ]] ।<ref>{{cite news|title=ନୂଆ ରୂପରେ ବର୍ଷା ପ୍ରିୟଦର୍ଶିନୀ|url=http://sambad.in/entertainment/barsha-as-nimki-127304/|accessdate=6 June 2018|newspaper=sambad.in|date=24 April 2018 |archiveurl=http://www.webcitation.org/75nDFvDt2 |archivedate=29 January 2019 |location=Odisha |language=Odia}}</ref> [[ବସନ୍ତରାଜ ସାମଲ]], [[ସୁବ୍ରତ ସ୍ୱାଇଁ]] ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । [[ହ୍ୟୁମାନ ସାଗର]], [[ଅନନ୍ୟା ଶ୍ରୀତମ ନନ୍ଦ]], ସବିଶେଷ, ଆଶୁତୋଷ, [[ଅନ୍ତରା ଚକ୍ରବର୍ତ୍ତୀ]], [[ସୋହିନି ମିଶ୍ର]] ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ଗୁଡ଼ିକଗୁଡ଼ିକ କଟକ [[ବାଲିଯାତ୍ର]] ପଡ଼ିଆରେ ମୁକ୍ତିଲାଭ କରିଥିଲା ।<ref>{{cite news |last1=Moharana |first1=Anuradha |title=ବାଲିଯାତ୍ରାରେ ‘ନିମ୍‍କି’ର ଅଡ଼ିଓ ରିଲିିଜ, ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର |url=http://kalingasamaj.com/nimiki-movie-audio-relase-at-baliyatra-cuttack/ |accessdate=29 January 2019 |work=THE KALINGA SAMAJA |date=26 November 2018 |archiveurl=http://www.webcitation.org/75nFTaZ9l |archivedate=29 January 2019 |location=Cuttack |language=Odia}}</ref>
 
===ଗୀତ===
"https://or.wikipedia.org/wiki/ନିମ୍‌କି"ରୁ ଅଣାଯାଇଅଛି