"ନିମ୍‌କି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
{{Infobox film
| name = ନିମ୍‌କି - ନିମପୁରରୁ ନବୀନ ନିବାସ
| image =
| image size =
}}
 
'''ନିମ୍‌କି''', ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁନା ମଙ୍ଗରାଜ ଓ ବର୍ଷା ପ୍ରିୟଦର୍ଶିନୀ ।<ref name="Nimki on 23">{{cite news |title=ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ |url=http://sambad.in/entertainment/barsha-dream-film-289167/ |accessdate=22 January 2019 |work=Sambad |date=20 January 2019 |archiveurl=http://www.webcitation.org/75cNitQZ6 |archivedate=22 January 2019 |location=Odisha |language=Odia}}</ref> ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଦିଲୀପ ଚୈଧୁରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।<ref>{{cite news|title=କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!|url=http://sambad.in/entertainment/about-barsha-and-archita-ollywood-story-139221/|accessdate=6 June 2018|newspaper=sambad.in|date=14 May 2018 |archiveurl=http://www.webcitation.org/75nDV8Z3R |archivedate=29 January 2019 |location=Odisha |language=Odia}}</ref> ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="Nimki on 23"/>
 
ଏହି ଚଳଚ୍ଚିତ୍ରଟିର ୨୦୧୯ ମସିହା ଜାନୁଆରୀ ମାସ ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।<ref name="Nimki on 23"/> କଥାଚିତ୍ରଟିର ପ୍ରିମିୟର ଉତ୍ସବରେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ [[ଜୟା ବଚ୍ଚନ]] ଯୋଗ ଦେଇଥିଲେ ।<ref>{{cite news |title=ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା 'ନିମକି'ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ! |url=http://sambad.in/entertainment/jaya-bachhan-is-coming-odisha-for-nimki-primiur-288043/ |accessdate=22 January 2019 |work=Sambad |date=18 January 2019 |archiveurl=http://www.webcitation.org/75cPcTEZK |archivedate=22 January 2019 |location=Odisha |language=Odia}}</ref>
 
==ଅଭିନୟ==
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ ।<ref>{{cite news|title=ନୂଆ ରୂପରେ ବର୍ଷା ପ୍ରିୟଦର୍ଶିନୀ|url=http://sambad.in/entertainment/barsha-as-nimki-127304/|accessdate=6 June 2018|newspaper=sambad.in|date=24 April 2018 |archiveurl=http://www.webcitation.org/75nDFvDt2 |archivedate=29 January 2019 |location=Odisha |language=Odia}}</ref> ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ସବିଶେଷ, ଆଶୁତୋଷ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ ।
 
===ଗୀତ===
୩୨,୪୫୮

ଗୋଟି ସମ୍ପାଦନା