"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉଦ୍ଭିଦଜଗତ ର ଶ୍ରେଣୀବିଭାଗ ଓ ଉଦ୍ଭିଦବିଜ୍ଞାନ ଶାଖା ସମୂହ
ଟିକେNo edit summary
୨୧ କ ଧାଡ଼ି:
୧୮ଶହ ଶତାଦ୍ଧୀରେ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। ଜନ୍ ରେ (John Ray) କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ବିଭ୍ଭିନ୍ନ ପ୍ରଜାତିର ଫୁଲ କୁ ଅନୁଧ୍ୟାନ କରିଥିଲେ। ସେ ପ୍ରଥମେ ଜାତିର (species) ସଂଜ୍ଞାକରଣ କରିଥିଲେ। ପ୍ରଜାତି ହେଉଛି ପ୍ରାଣୀ ବର୍ଗୀକରଣର ଏକକ। ପରେ ୧୭୫୩ରେ [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କୁ ବିଭ୍ଭିନାତାକୁ ଅଧ୍ୟୟନ କରି ବାଇନୋମିଆଲ୍ ନୋମେନକ୍ଳେଚର୍ (binomial nomenclature) ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ସମସ୍ତ ଉଦ୍ଭିଦ ଜଗତକୁ ସେ ୨୪ଟି ଶ୍ରେଣୀରେ ବିଭକ୍ତ କରିଥିଲେ। ଏହି ପଦ୍ଧତି ଅନୁସାରେ ପ୍ରତ୍ୟେକ ଜୀବକୁ ଦୁଇଟି ପଦରେ ନାମିତ କରାଗଲା। ଦୁଇଟି ପଦରୁ ପ୍ରଥମ ପଦଟିକୁ ''ପ୍ରଜାତି'' (Genus) ଏବଂ ଦ୍ୱିତୀୟ ପଦଟି ''ଜାତି'' (Species) କୁ ବୁଝାଏ। ସମୟକ୍ରମେ ୧୮୫୯ ମସିହାରେ [[ଚାର୍ଲସ୍ ଡାରୱିନ୍]] ଙ୍କ ଦ୍ୱାରା ବିବର୍ତ୍ତନବାଦ ପ୍ରକାଶିତ ହେଲାପରେ ଆଧୁନିକ ବର୍ଗୀକରଣ କରାଗଲା।<br />
 
ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ। ସେମାନଙ୍କ ମଧ୍ୟରୁ ୱିଲିୟମ୍ ରକ୍ସବର୍ଗ୍ ଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଯୋଗୁଁ ତାଙ୍କୁ ଭାରତର ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହଯାଏ।କୁହାଯାଏ।<ref>[https://www.nature.com/articles/2071234a0 Dr. William Roxburgh : The Father of Indian Botany]</ref> ସେହିପରି ଜେ ଡି ହୁକର ୧୯୬୦ ମସିହାରେ '''ଫ୍ଲୋରା ଅଫ୍ ବ୍ରିଟିଶ୍ ଇଣ୍ଡିଆ''' ପୁସ୍ତକ ପ୍ରକାଶ କରିଥିଲେ।
 
== ଉଦ୍ଭିଦବିଜ୍ଞାନର ଉପଯୋଗିତା ==
<br />
ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠିରହିବା ପାଇଁ ଉଦ୍ଭିଦ ମାନଙ୍କ ଗୁରୂତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟ ତଥା ଅନ୍ୟ ଜୀବ ମାନେ ଉଦ୍ଭିଦଜାତ ପଦର୍ଥ କୁ ଖାଦ୍ୟ ଭବେ ଗ୍ରହଣ କରିଥାନ୍ତି। ତାଛଡା ଅନେକ ଦରକରୀ ବସ୍ତୁ ଯେପରିକି ଝୋଟ, ତୂଳା, ବିଭ୍ବିନ୍ନ ଔଷଧ ଏବଂ ଇନ୍ଧନ ମଧ୍ୟ ଉଦ୍ଭିଦ ଠାରୁ ମିଳିଥାଏ। ପରିବେଶରେ ବିଭ୍ଭିନ୍ନ ଉପାଦାନ ଯେପରିକି ଅଙ୍ଗାରକ, ଯବକ୍ଷାରଜାନର ପୁନ୍ଃଚକ୍ରଣରେ ଉଦ୍ଭିଦ ମାନେ ସକ୍ରିୟ ଭୂମିକ ନିର୍ବାହ କରିଥାନ୍ତି। ମାଟିରୁ [[ଜଳ]], [[ପୃଥିବୀର ବାୟୁମଣ୍ଡଳ|ବାୟୁ ମଣ୍ଡଳ]]<nowiki/>ରୁ [[ଅଙ୍ଗାରକାମ୍ଳ]] ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି [[ଆଲୋକଶ୍ଲେଷଣ]] ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ [[ଅମ୍ଳଜାନ]] ବାଷ୍ପ ପ୍ରସ୍ତୁତ କରିଥାନ୍ତି।
 
<chem>6CO2 + 6H2O -> C6H12O6 + 6O2</chem>
 
ଡାଲି ଜାତୀୟ ଶସ୍ୟ ମାନେ ରାଇଜୋବିୟମ୍ ବ୍ୟାକ୍ଟେରିଆ ସହଯୋଗରେ ବାୟୁମଣ୍ଡଳରୁ ମୁକ୍ତ ଯବକ୍ଷାରଜାନକୁ ବିବନ୍ଧିତ କରି ମୃତ୍ତିକା କୁ ଉର୍ବର କରିଥାନ୍ତି।
 
<chem>N2 + 16ATP -> 2NH3 + H2 + 12ADP + 16Pi</chem>
<br />
== ଉଦ୍ଭିଦ ଶ୍ରେଣୀବିଭାଗ ==
ଉଦ୍ଭିଦ ଶ୍ରେଣୀବିଭାଗୀକରଣ ଉଦ୍ଭିଦବିଜ୍ଞାନର ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ। [[ଚାର୍ଲସ୍ ଡାରୱିନ୍]] ଙ୍କ ଦ୍ୱାରା ବିବର୍ତ୍ତନବାଦ ବିଚାରଧରାବିଚାରଧାରା ପ୍ରକାଶ ହେବପରେ ଶ୍ରେଣୀବିଭାଗୀକରଣ ଉଦ୍ଭିଦ ପ୍ରଜାତିର ଉତ୍ପତି ତଥା ଅନ୍ୟ ଉଦ୍ଭିଦ ପ୍ରଜାତିସହ ସମ୍ବନ୍ଧ ଉପରେ ପର୍ଯ୍ୟବେଷିତ କରଗଲା। ଏହି ପ୍ରକାରର ବିଭାଗୀକରଣ କୁ ପ୍ରାକ୍ରୃତିକ ପଦ୍ଧତି ବୋଲି କୁହାଯାଏ।
 
* '''ଅପୁଷ୍ପକ ଉଦ୍ଭିଦ'''