"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଇତିହାସ ପରିବର୍ତ୍ତନ କଲି।
ଉଦ୍ଭିଦଜଗତ ର ଶ୍ରେଣୀବିଭାଗ ଓ ଉଦ୍ଭିଦବିଜ୍ଞାନ ଶାଖା ସମୂହ
୧ କ ଧାଡ଼ି:
{{ତିଆରି ଚାଲିଛି}}
[[ବିଜ୍ଞାନ|ବିଜ୍ଞାନର]] ଯେଉଁ ବିଭାଗରେ [[ଉଦ୍ଭିଦ]] ତଥା ସେମାନଙ୍କ ବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ '''ଉଦ୍ଭିଦବିଜ୍ଞାନ''' କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ଲୋକଙ୍କୁବୈଜ୍ଞାନିକ ମାନଙ୍କୁ '''ଉଦ୍ଭିଦବି଼ଜ୍ଞାନୀ''' ବା '''ଉଦ୍ଭିଦବି଼ଜ୍ଞାନବିତ୍''' (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ ''botanē''ରୁ ଆନୀତ) କୁହାଯାଏ । ଉଦ୍ଭିଦବିଜ୍ଞାନୀ ମାନେ ସଧାରଣରେ ଦେଖାଯାଉଥିବା [[ଗଛ]], ଲତାଙ୍କ ବ୍ୟତୀତ [[ଶୈବାଳ]] ଓ [[ଫିମ୍ପି]]<nowiki/> ଙ୍କୁ ମଧ୍ୟ ଅଧ୍ୟୟନ କରଯାଏ।କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୬୪,୦୩୫ଟି ଉଦ୍ଭିଦ ପ୍ରଜାତି ଆବିଷ୍କାର କରାଯାଇଅଛି। ଏଥିମଧ୍ୟରୁ ୩୫୦,୬୯୯ଟି ପ୍ରଜାତିକୁ ଉଦ୍ଭିଦବିଜ୍ଞାନୀ ମାନେ ପ୍ରକୃତ [[ପ୍ରଜାତି]]<nowiki/>ର ମାନ୍ୟତା ଦେଇଛନ୍ତି।ଦିଆଯାଇଛି।<ref>{{Cite web|url=http://www.theplantlist.org/|title=The Plant List|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref>
 
ଥିଓଫ୍ରାଷ୍ଟସ୍ (Theophrastus ) ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହଯାଏ।ବିବେଚନା କରାଯଏ।<ref>{{Cite web|url=https://www.encyclopedia.com/science/encyclopedias-almanacs-transcripts-and-maps/origins-botany|title=The Origins of Botany|last=|first=|date=|website=|archive-url=|archive-date=|dead-url=|access-date=November 22, 2017}}</ref> <ref>{{Cite web|url=http://www.wildfoodschool.com/history-of-botany.htm|title=The Origins of Botany|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref> କିନ୍ତୁ ଆଦିମ କାଳରୁ ଉଦ୍ଭିଦ ମାନଙ୍କୁ ଖାଦ୍ୟ, ଔଷଧ ଇତ୍ୟାଦିରେ ବ୍ୟବହାର କରାଯାଇ ଆସୁଥିଲାଆସୁଅଛି ଏବଂ ଅନେକ ପ୍ରାଚୀନ ସଭ୍ୟତାରେ ସେମାନଙ୍କ ବିଶେଷତ୍ୱ ଅନୁସାରେ ବିଭିନ୍ନ ଶ୍ରେଣୀ (ଯଥା ଶସ୍ଯ, ଔଷଧ ଓ ବିଷାକ୍ତ) -ରେ ଜାତିରେବିଭକ୍ତ ବିଭାକ୍ତକରାଯାଇଛି। କରିଥିଲେ।୧୮ଶହ ପ୍ରାଚୀନଶତାଦ୍ଧୀରେ ଇଉରୋପଇଉରୋପର ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ଏହା ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁକାର୍ଯ୍ୟ କୁ ପ୍ରୋତ୍ସାହିତ କରିଥିଲା। ଏଥିସହ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କା ବିଭ୍ଭିନାତାକୁ ଅଧ୍ୟୟନ କରି binomial nomenclature ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣ ସହଜରେ କରାଯାଇପାରିଲା। [[ଚାର୍ଲସ୍ ଡାରୱିନ୍]] ଉଦ୍ଭିଦ ବିବର୍ତ୍ତନକୁ ଅଧ୍ୟୟନ କରିଥିଲେ।
 
୧୯ଂଶ ତଥା ୨୦ଂଶ ଶତବ୍ଦୀରେ ଉନ୍ନତ ବୈଷୟିକ ତଥା ବୈଜ୍ଞାନିକ କ୍ଔଶଳରେ ଅଗ୍ରଗତି ଯୋଗୁँ [[ଉଦ୍ଭିଦକୋଷ]], [[ରସାୟନ ବିଜ୍ଞାନ|ରସାୟନବିଜ୍ଞାନ]], ବଂଶାନୁକ୍ରମର ଅଧ୍ୟୟନ କରଗଲା। ଗତ ଦୁଇ ଦଶକରେ D.N.A sequencing ପଦ୍ଧତି ଦ୍ୱରା ଉଦ୍ଭିଦର ବିକାଶ ଏବଂ ବୃଦ୍ଧିକୁ ଅଧ୍ୟୟନ କରଯାଉଛି।
୮ କ ଧାଡ଼ି:
ଆମେ ଊଦ୍ଭିଦଜାତ ଦ୍ରବ୍ୟକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାରକରୁ। ଧାନ, ଗହମ ଓ ମକାକୁ ମୁଖ୍ୟତ୍ଃ ପ୍ରଧାନ ଖଦ୍ୟା ଭବେ ଗ୍ରହଣ କରଯାଏ। କାଠ, ରବର, ଝୋଟ, ମହୁ, ଔଷଧଜାତୀୟ ଦ୍ରବ୍ୟ ପାଇँ ଆମେ ଉଦ୍ଭିଦ ମାନଙ୍କ ଉପରେ ନିର୍ଭରଶୀଳ। ମାଟିରୁ [[ଜଳ]], [[ପୃଥିବୀର ବାୟୁମଣ୍ଡଳ|ବାୟୁ ମଣ୍ଡଳ]]<nowiki/>ରୁ [[ଅଙ୍ଗାରକାମ୍ଳ]] ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି [[ଆଲୋକଶ୍ଲେଷଣ]] ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ [[ଅମ୍ଳଜାନ]] ବାଷ୍ପ ପ୍ରସ୍ତୁତ କରିଥାନ୍ତି। ତେଣୁ [[ପରିବେଶ]] ସନ୍ତୁଳନରେ ଉଦ୍ଭିଦ ମାନେ ମହତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସବୁଦୃଷ୍ଟିରୁ ଦେଖିଲେ ଧରା ପୃଷ୍ଠରେ ମଣିଷ ତଥା ଅନ୍ଯ [[ପ୍ରାଣୀ ବିଜ୍ଞାନ|ପ୍ରାଣୀ]] ମାନେ ବଞ୍ଚିବା ପାଇँ ଉଦ୍ଭିଦଜଗତ ଅତ୍ୟାବଶ୍ୟକ।
 
ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି। [[ଜୈବପ୍ରଯୁକ୍ତି|ଜୈବପ୍ରଯୁକ୍ତିବିଦ୍ୟା]]କୁ ଉପଯୋଗ କରି ଉଦ୍ଭିଦବିଜ୍ଞାନୀ ମାନେ ଅନେକ ନୂଆ ଓ ଉନ୍ନତ କିସମ ଉଭ୍ୱିଦ ତିଆରି କରିବରେ ଲବିଛନ୍ତି। [[ଜାଟ୍ରୋଫା]] ପରି ଉଦ୍ଭିଦରୁ ଜାଳେଣି ବହାରବାହାର କରି [[ଶକ୍ତି ସଙ୍କଟ]] ଦୂର କରିବରେ ଲାଗିଛନ୍ତି।
 
== ଇତିହାସ ==
୧୯ କ ଧାଡ଼ି:
୧୬୬୫ ମସିହାରେ ରବର୍ଟ୍ ହୂକ୍ ( Robert Hooke) ସ୍ଵବିକଶିତ [[ଅଣୁବିକ୍ଷଣ ଯନ୍ତ୍ର]] ଦ୍ୱାରା ଉଦ୍ଭିଦ ବକ୍କଳ (କର୍କ) କୁ ଅନୁଧ୍ୟାନ କରି ଅନେକ ଛୋଟ ଛୋଟ କୋଠରୀ ପରି ଆକୃତି ପାଇଥିଲେ। ପରେ ସେ ସମାକୃତି ଆକାର ଜୀବନ୍ତ ଉଦ୍ଭିଦ ଅଂଗ ରେ ପାଇଥିଲେ। ଏହି ଛୋଟ କୋଠରୀ କୁ [[ଜୀବକୋଷ]] (cell) କୁହାଗଲା। ଜୀବକୋଷ ହେଉଛି ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଏକକ।
 
୧୮ଶହ ଶତାଦ୍ଧୀରେ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। ଜନ୍ ରେ (John Ray) କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ବିଭ୍ଭିନ୍ନ ପ୍ରଜାତିର ଫୁଲ କୁ ଅନୁଧ୍ୟାନ କରିଥିଲେ। ସେ ପ୍ରଥମେ ଜାତିର (species) ସଂଜ୍ଞାକରଣ କରିଥିଲେ। ପ୍ରଜାତି ହେଉଛି ପ୍ରାଣୀ ବର୍ଗୀକରଣର ଏକକ। ପରେ ୧୭୫୩ରେ [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କୁ ବିଭ୍ଭିନାତାକୁ ଅଧ୍ୟୟନ କରି ବାଇନୋମିଆଲ୍ ନୋମେନକ୍ଳେଚର୍ (binomial nomenclature) ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ସମସ୍ତ ଉଦ୍ଭିଦ ଜଗତକୁ ସେ ୨୪ଟି ଶ୍ରେଣୀରେ ବିଭକ୍ତ କରିଥିଲେ। ଏହି ପଦ୍ଧତି ଅନୁସାରେ ପ୍ରତ୍ୟେକ ଜୀବକୁ ଦୁଇଟି ପଦରେ ନାମିତ କରାଗଲା। ଦୁଇଟି ପଦରୁ ପ୍ରଥମ ପଦଟିକୁ ''ପ୍ରଜାତି'' (Genus) ଏବଂ ଦ୍ୱିତୀୟ ପଦଟି ''ଜାତି'' (Species) କୁ ବୁଝାଏ। ସମୟକ୍ରମେ ୧୮୫୯ ମସିହାରେ [[ଚାର୍ଲସ୍ ଡାରୱିନ୍]] ଙ୍କ ଦ୍ୱାରା ବିବର୍ତ୍ତନବାଦ ପ୍ରକାଶିତ ହେଲାପରେ ଆଧୁନିକ ବର୍ଗୀକରଣ କରାଗଲା।<br />
 
ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ। ସେମାନଙ୍କ ମଧ୍ୟରୁ ୱିଲିୟମ୍ ରକ୍ସବର୍ଗ୍ ଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁ ତାଙ୍କୁ ଭାରତର ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହଯାଏ।<ref>[https://www.nature.com/articles/2071234a0 Dr. William Roxburgh : The Father of Indian Botany]</ref> ସେହିପରି ଜେ ଡି ହୁକର ୧୯୬୦ ମସିହାରେ '''ଫ୍ଲୋରା ଅଫ୍ ବ୍ରିଟିଶ୍ ଇଣ୍ଡିଆ''' ପୁସ୍ତକ ପ୍ରକାଶ କରିଥିଲେ।
 
<br />
== ଉଦ୍ଭିଦ ରସାୟନବିଜ୍ଞାନ ==
 
== ଉଦ୍ଭିଦ ବିବର୍ତ୍ତନଶ୍ରେଣୀବିଭାଗ ==
ଉଦ୍ଭିଦ ଶ୍ରେଣୀବିଭାଗୀକରଣ ଉଦ୍ଭିଦବିଜ୍ଞାନର ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ। [[ଚାର୍ଲସ୍ ଡାରୱିନ୍]] ଙ୍କ ଦ୍ୱାରା ବିବର୍ତ୍ତନବାଦ ବିଚାରଧରା ପ୍ରକାଶ ହେବପରେ ଶ୍ରେଣୀବିଭାଗୀକରଣ ଉଦ୍ଭିଦ ପ୍ରଜାତିର ଉତ୍ପତି ତଥା ଅନ୍ୟ ଉଦ୍ଭିଦ ପ୍ରଜାତିସହ ସମ୍ବନ୍ଧ ଉପରେ ପର୍ଯ୍ୟବେଷିତ କରଗଲା। ଏହି ପ୍ରକାରର ବିଭାଗୀକରଣ କୁ ପ୍ରାକ୍ରୃତିକ ପଦ୍ଧତି ବୋଲି କୁହାଯାଏ।
 
* '''ଅପୁଷ୍ପକ ଉଦ୍ଭିଦ'''
** ''ଥାଲୋଫାଇଟା''
*** ଶୈବାଳ
*** କବକ ବା ଫିମ୍ପି
*** ଲାଇକେନ୍
** ''ବ୍ରାଇଓଫାଇଟା''
** ''ଟେରିଡୋଫାଇଟା''
* '''ସପୁଷ୍ପକ ଉଦ୍ଭିଦ'''
** ''ନଗ୍ନବୀଜୀ''
** ''ଆବୃତବୀଜୀ''
*** ଏକ-ବୀଜପତ୍ରୀ
*** ଦ୍ୱି-ବୀଜପତ୍ରୀ
 
<br />
 
== ଉଦ୍ଭିଦବିଜ୍ଞାନର ମୂଖ୍ୟ ଶାଖା ==
 
* ଉଦ୍ଭିଦ ଆକୃତିବିଜ୍ଞାନ
* କୋଷଜନନ ବିଜ୍ଞାନ
* ଉଦ୍ଭିଦ ବିବର୍ତ୍ତନ
==* ଉଦ୍ଭିଦ ରସାୟନବିଜ୍ଞାନ ==
* ପାଦପାଶ୍ମବିଜ୍ଞାନ
* ଉଦ୍ଭିଦ ଶରୀରକ୍ରିୟାତ୍ମକ ବିଜ୍ଞାନ
* ଉଦ୍ଭିଦ ବର୍ଗୀକରଣ
* ଆର୍ଥିକ ଉଦ୍ଭିଦବିଜ୍ଞାନ
* ଉଦ୍ଭିଦ ଭ୍ରୃଣବିଜ୍ଞାନ
 
== ଆଧାର ==
<references />
 
== ଅଧିକ ଜାଣନ୍ତୁ ==
[https://www.youtube.com/watch?v=cVDpdmlpZKw Botany A Blooming History]
 
[http://www.worldfloraonline.org/ World Flora Online]