"ରାମଚନ୍ଦ୍ର ପ୍ରତିହାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ →‎ମୃତ୍ୟୁ ତାରିଖ: ୨୭ ଜାନୁଆରୀ ୨୦୧୯
୧ କ ଧାଡ଼ି:
{{ଛୋଟ|Ramachandra Pratihari}}
{{Infobox person
| bgcolour = silver
| name = ରାମଚନ୍ଦ୍ର ପ୍ରତିହାରୀ
| image =
| imagesize = 200px
| caption =
| birth_date = {{Birth date and age|df=y|1936|01|17}}
| birth_place = ହରଚଣ୍ଡୀ ସାହି, ପୁରୀ<ref>{{cite web |url= http://www.thehindu.com/todays-paper/tp-features/tp-fridayreview/an-ode-of-odisha/article4099719.ece |title=The Hindu : FEATURES / FRIDAY REVIEW : An ode of Odisha |first=Shyamhari |last=Chakra|work=thehindu.com |year=2012 |quote=Harachandi Sahi in the town where he was born |accessdate=21 January 2013}}</ref>
| death_date = {{Death date and age|df=y|2019|01|27|1936|01|17}}
| yearsactive = ୧୯୫୧-ଏବେଯାଏଁ୧୯୯୭
| occupation = ଅଭିନେତା
| spouse =
| Children =
| height =
| deathdate =
| birthname =
| filmfareawards =
| nationalfilmawards =
}}
'''ରାମଚନ୍ଦ୍ର ପ୍ରତିହାରୀ''' (୧୭ ଜାନୁଆରୀ ୧୯୩୬<ref>{{cite news|title=ପରିଚୟ ଦେଇଛି ଶକୁନି ଭୂମିକା|url=http://www.dharitri.com/e-Paper/Bhubaneswar/260716/p11.htm|accessdate=28 Jan 2019|newspaper=ଧରିତ୍ରୀ ୨୬/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧}}</ref> - ୨୭ ଜାନୁଆରୀ ୨୦୧୯<ref>{{cite news |title=Famed Annapurna actor Paratihari dies |url=https://www.dailypioneer.com/2019/state-editions/famed-annapurna-actor-paratihari-dies.html |accessdate=28 January 2019 |work=The Pioneer}}</ref>) [[ଓଡ଼ିଆ କଥାଚିତ୍ର ଜଗତ]] ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ସେ ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା, ୨୦ରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ [[ଆକାଶବାଣୀ କଟକ|ଆକାଶବାଣୀର]] ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଅଟନ୍ତି ।
 
ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶି ପାଠ ପଢି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ [[ଜଗନ୍ନାଥ ମନ୍ଦିର]]ରେ ଜଣେ ସୁପକାର ଭାବରେ କାମ କରିଥିଲେ ।
Line ୫୧ ⟶ ୫୦:
 
== କଥାଚିତ୍ର ଜୀବନ ==
୧୯୬୨ ମସିହାରେ [[ନୂଆ ବୋଉ]] କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକ [[:ଶ୍ରେଣୀ: ଓଡ଼ିଆ ସିନେମା|ଓଡ଼ିଆ କଥାଚିତ୍ର]]ରେ ଅଭିନୟ କରିସାରିଛନ୍ତି ।<ref>{{cite news|title=ପରିଚୟ ଦେଇଛି ଶକୁନି ଭୂମିକା|url=http://www.dharitri.com/Bhubaneswar/260716/p11.htm|accessdate=26 July 2016|newspaper=ଧରିତ୍ରୀ ୨୬/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧}}</ref>
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
Line ୭୬ ⟶ ୭୫:
* କନକ ମଞ୍ଜରି ଭୂମିପୁତ୍ର ସମ୍ମାନ<!--ସିନେ ଆର୍ଟିଷ୍ଟ ଆସୋସିଏସନ ପୁରସ୍କାର--> (୨୦୧୧)<ref>[http://expressbuzz.com/topic/cine-stars-celebrate-platinum-jubilee/244883.html expressbuzz.com: Cine stars celebrate Platinum jubilee]</ref><ref>[http://www.welcomeorissa.com/orissa_news.php?opt=view&id=30159& welcomeorissa.com: Cine stars celebrate Platinum jubilee]</ref>
* [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]] (୨୦୦୭)<ref>[http://orissadiary.com/CurrentNews.asp?id=10683 orissadiary.com: Jayadev Award for Ramchandra Pratihari]</ref>
* [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର]], ଶ୍ରେଷ୍ଠ ଅଭିନେତା, ୧୯୭୯, ([[ନୀଳମାଧବ (ଓଡ଼ିଆ କଥାଚିତ୍ର)|ନୀଳମାଧବ]])<ref>{{cite news |title=Veteran Actor Ramachandra Pratihari Passes Away |url=https://ommcomnews.com/odisha-news/veteran-actor-ramachandra-pratihari-passes-away |accessdate=28 January 2019 |work=OMMCOM NEWS}}</ref>
 
== ଆଧାର ==
{{ଆଧାରReflist|30em}}
== ଅଧିକ ତଥ୍ୟ ==
* {{imdb name|3393462}}
* {{imdb name|3659866}}
* {{imdb name|4133295}}
 
{{ଜୟଦେବ ପୁରସ୍କାର}}
[[ଶ୍ରେଣୀ:୧୯୩୬ ଜନ୍ମ]]
 
[[ଶ୍ରେଣୀ:ଜୀବିତ୨୦୧୯ ବ୍ୟକ୍ତିମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]