"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୭ କ ଧାଡ଼ି:
}}
 
'''ବସନ୍ତ କୁମାରୀ ଦେବୀ'''(୧୨ ଜଣେମାର୍ଚ୍ଚ ୧୯୩୧- ୧୪ ମେ ୧୯୯୮) ବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖିକା ଥିଲେ ।
 
== ଆଦ୍ୟ ଜୀବନ ==
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଂଚଳବିଛିନ୍ନାଞ୍ଚଳ [https://en.wikipedia.org/wiki/Parvathipuram,_Andhra_Pradesh ପାର୍ବତୀପୁର] (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକରତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତିକ୍ୟସାହିତ୍ୟିକ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଂକପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବଂଧରେମୁଖବନ୍ଧରେ ଲେଖିଛନ୍ତି<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ଆରତି (ଉପନ୍ୟାସ) |date=1949 |publisher=କଟକ ବୁକ୍ ଏମ୍ପୋରିୟମ |location=କଟକ ଓଡି‌ଶା |page=i |edition=ପ୍ରଥମ |url=https://drive.google.com/file/d/1MwPog4Q38KLySZwVHtUYAgxtvjKjhryQ/view |accessdate=20 January 2019}}</ref> । ଏହି ମୁଖବଂଧରୁମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପଂଦରପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
 
== ସାହିତ୍ୟ କୃତି ==
 
ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ <ref>{{cite journal |last1=ଦେବୀ |first1=ବସନ୍ତ ଲତା |editor1-last=କର |editor1-first=ବାଳକୃଷ୍ନ |title=ମାତୃସ୍ନେହ (ଗଳ୍ପ) |journal=ସହକାର ଓଡ଼ିଆ ପତ୍ରିକା |date=1947 |volume=25 |issue=6 |pages=୨୮୦,୩୨୬ |url=https://drive.google.com/uc?export=download&id=0BzDmhDl-2YsYTFF6UVgwLUlxTWc |accessdate=20 January 2019 |publisher=ସମବାୟ ସେବକ ସମିତି |location=କଟକ |language=Odia}}</ref>। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
 
Line ୪୯ ⟶ ୪୮:
 
'''ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ''':-
* ଝଡ଼ (([[କଳାହାଣ୍ଡି]] ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
* ସୁରମା
* ନଦୀର ନାମ ରୂପମତୀ<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ନଦୀର ନାମ ରୂପମତୀ |date=2001 |publisher=ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ ` |location=କଟକ |isbn=81-7401-368-7 |edition=ପ୍ରଥମ |url=https://www.ritikart.com/Nadira-Nama-Rupamati-By-Basanta-Kumari-Debi-id-2969609.html |accessdate=20 January 2019}}</ref>
Line ୬୩ ⟶ ୬୨:
=== '''ଶିଶୁ ସାହିତ୍ୟ''' ===
* ''କାହାଣୀ ପେଡ଼ି''<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=କାହାଣୀ ପେଡ଼ି |date=1963 |publisher=ବସନ୍ତ କୁମାରୀ ଦେବୀ |location=ପୁରୀ |edition=ପ୍ରଥମ |url=https://drive.google.com/uc?export=download&id=1_vqAt8Anx97B-ggpiD3OuzuUaDPrVHd2 |accessdate=20 January 2019 |language=Odia}}</ref>
 
=== '''ଅନୁବାଦ''' ===
* ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ଉପନ୍ୟାସର ଓଡ଼ିଆ ଅନୁବାଦ)<ref>{{cite web |title=National Library of India |url=http://opac.nationallibrary.gov.in/cgi-bin/gw/chameleon?sessionid=2019012019102523470&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&searchid=1&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=2601414&authidu=1003 |website=http://opac.nationallibrary.gov.in |publisher=Ministry of Culture, Govt of India |accessdate=21 January 2019}}</ref>
 
== ଆଧାର ==