"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୩୮ କ ଧାଡ଼ି:
 
'''ବସନ୍ତ କୁମାରୀ ଦେବୀ''' ଜଣେ ବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖିକା ଥିଲେ ।
 
== ଆଦ୍ୟ ଜୀବନ ==
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଂଚଳ [https://en.wikipedia.org/wiki/Parvathipuram,_Andhra_Pradesh ପାର୍ବତୀପୁର] (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକର ପିଉସା ଥିଲେ ଐତିହାସିକ ତଥା ସାହିତିକ୍ୟ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଂକ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖ୍ବଂଧରେ ଲେଖିଛନ୍ତି ।
 
== ଆଧାର ==