"ପଞ୍ଜୁରୀ ଭିତରେ ଶାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Panjuri Bhitare Sari}}
{{Infobox film
| name = ପଞ୍ଜୁରୀ ଭିତରେ ଶାରୀ
Line ୧୮ ⟶ ୧୯:
| studio =
| distributor =
| released = ୪ ଜୁନ ୧୯୯୨
| runtime = ୧୫୭ ମିନିଟ
| country = {{flag|ଭାରତ}}
Line ୨୬ ⟶ ୨୭:
}}
 
'''ପଞ୍ଜୁରୀ ଭିତରେ ଶାରୀ''', ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ |accessdate=9 August 2018 |work=ସିନେ ସମ୍ବାଦ |date=2 August 1997}}</ref> ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title=Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com |url=https://enewsodia.com/ollywood-release-odia-movies-mun-khanti-odia-jhia-bhairab/ |accessdate=16 January 2019 |work=https://enewsodia.com/ |publisher=E News ଓଡ଼ିଆ |date=8 September 2017 |archiveurl=http://www.webcitation.org/75TPYkudu |archivedate=16 January 2019 |location=Odisha}}</ref><ref>{{cite web |title=Ollywood Diary |url=http://www.ollywooddiary.com/movies_details.php?id=628 |website=www.ollywooddiary.com |accessdate=16 January 2019}}</ref> ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।