"ଶବରୀମାଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Dsasanka ପୃଷ୍ଠାଟିକୁ ସବରୀମାଳା ମନ୍ଦିରରୁ ଶବରୀମାଳା ମନ୍ଦିରକୁ ଘୁଞ୍ଚାଇଲେ: ଠିକ ବନାନ
୬ କ ଧାଡ଼ି:
ପାଣ୍ଡାଲମ୍‌ର ରାଜା ମଣିକନ୍ଦନ ନିଃସନ୍ତାନ ଥିଲେ । ଥରେ ଜଙ୍ଗଲରେ ଶୀକାର କରୁଥିବା ବେଳେ ଏକ ପରିତ୍ୟକ୍ତ ଶିଶୁ ତଳେ ପଡ଼ିଥିବାର ଦେଖିଲେ ଓ ତାକୁ ଉଠାଇ ରାଜପ୍ରାସାଦ ନେଇଗଲେ । ପିଲାଟି ରାଜାଙ୍କ ଅନାବିଳ ସ୍ନେହ ପାଇ ରାଜପୁତ୍ରଭାବରେ ବଢ଼ିଲା । ନାଁ ଦିଆଯାଇଥିଲା ଅୟାପ୍ପା । ସେ ବାଲ୍ୟକାଳରୁ ସଂସାର ପ୍ରତି ବିମୁଖ ଥିଲେ, ବ୍ରହ୍ମଚାରୀ ହୋଇ ରହିଲେ ଓ ସବରିମାଳା ପାହାଡ଼ ଉପରେ ଧ୍ୟାନରେ ବସି ରହିଲେ । ଜଣେ ଅପୂର୍ବ ସୁନ୍ଦରୀ ଦେବୀ ମଲିକାପୁରଥାମା ତାଙ୍କୁ ବିବାହ ପାଇଁ ନିବେଦନ କରିବାରୁ ଅୟାପ୍ପା ମନା କରିଦେଲା । ଭଙ୍ଗାମନ ନେଇ ମଲିକାପୁରଥାମା ଅବିବାହିତ ରହି, ପାହାଡ଼ ତଳେ ଏକ ମନ୍ଦିରରେ ରହିଲେ । ଧ୍ୟାନରତ ଅୟାପ୍ପା ଶେଷରେ ବିଷ୍ଣୁ ଲୀନ ହେଲେ ଓ ସେଇଦିନଠାରୁ ତାଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ପୂଜା କରାଯାଉଅଛି ।<ref>ଡ଼ ଭଗବାନପ୍ରକାଶ, ସମ୍ବାଦ, ୧୭।୧୦।୨୦୧୮</ref> ଅୟପ୍ପା ମହାଦେବ ଓ ବିଷ୍ଣୁଙ୍କର ମୋହିନୀ ରୂପର ମିଳନରୁ ଉତ୍ପନ୍ନ ପୁତ୍ର ଓ ବ୍ରହ୍ମଚାରୀ ।<ref>ସମାଜ ରବିବାର, ପୃଷ୍ଠା-୬, ୧୩।୧।୨୦୧୯</ref>
==ଅୟପ୍ପାଙ୍କ ଦର୍ଶନ ନିମିତ୍ତ ନୀତି ନିୟମ==
ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ୪୧/୩୦ ଦିନ୪୧ଦିନ ଉପବାସ ରହିବାକୁ ପଡ଼େ,/ ଏକ ମାସ ପୂର୍ବରୁ ତାହା ସହିତ ଆମିଷ ଖାଦ୍ୟ ଓ ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡ଼େ । ଯେଉଁ ଭକ୍ତ ଶାରୀରିକ ଓ ମାନସିକ ପବିତ୍ରତା ସହ ଦର୍ଶନ ବେଳେ ତୁଳସୀକଣ୍ଠୀ ବା ରୁଦ୍ରାକ୍ଷମାଳ ଧାରଣ କରନ୍ତି ସେମାନଙ୍କ ସମସ୍ତ କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ଭକ୍ତମାନେ ପ୍ରଥମେ ଚିରକୁମାରୀ ମାଲିକାପୁରଥାମ୍ମାଙ୍କ ଦର୍ଶନ କରନ୍ତି ଓ ତା'ପରେ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ଯେଉଁ ମୁସଲମାନ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ପ୍ରଥମେ ପାହାଡ ତଳେ ଥିବା ଏକ ମସ୍‌ଜିଦ୍‌ରେ ପ୍ରଥମେ ନମାଜ ପଢ଼ି ସାରି ଅୟପ୍ପାଙ୍କ ଦର୍ଶନକରିବାକୁ ଯାଆନ୍ତି । ୧୦ରୁ ୫୦ବର୍ଷ ବୟସ୍କା ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ମନା ।କିନ୍ତୁ, ୧୦ବର୍ଷରୁ କମ୍ ଓ ୫୦ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ନାହିଁ ।