"ଗୁଗଲ ଆଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୫ କ ଧାଡ଼ି:
ସେପ୍ଟେମ୍ବର ୨୧ ତାରିଖରେ ପ୍ରଥମଥର ପାଇଁ ଗୁଗଲ ଆଲୋ ଗୁଗଲ ପ୍ଲେଷ୍ଠୋରରେ ଡାଉନଲୋଡ଼ ପାଈଁ ଉପଲବ୍ଧ ହୋଇଥିଲା । ଠିକ ଦଶ ଦିନ ମଧ୍ୟରେ ଏହାର ଡାଉନଲୋଡ଼ ପଚାଶ ଲକ୍ଷ ଟପି ଯାଇଥିଲା ।
 
ଅପ୍ରେଲ ୨୦୧୮ରେ [[ଗୁଗଲ]] ଏହି ଆଲୋର ଉନ୍ନତିକରଣକୁ ସ୍ଥଗିତ ରଖିବାର ନିର୍ଣ୍ଣୟ ନେଇଥିଲା, ଏବଂ ନିଜର ମାନବ ସମ୍ବଳକୁ ନିଜର ଅନ୍ୟ ଏକ ସେବା, "ମେସେଜେସ"ରେ ବ୍ୟବହାର କରିବା ଆରମ୍ଭ କରିଥିଲା । <ref>{{Cite news|url=https://arstechnica.com/gadgets/2018/04/google-gives-up-on-google-allo-hopes-carriers-will-sort-out-rcs-messaging/|title=Google gives up on Google Allo, hopes carriers will sort out RCS messaging|work=Ars Technica|access-date=2018-04-20|language=en-us}}</ref><ref>{{Cite news|url=https://www.theverge.com/2018/4/19/17252486/google-android-messages-chat-rcs-anil-sabharwal-imessage-texting|title=Exclusive: Chat is Google’s next big fix for Android’s messaging mess|work=The Verge|access-date=2018-04-20}}</ref><ref>{{cite web|title=Google is ‘pausing investment’ in Allo|url=https://www.theverge.com/2018/4/19/17253308/google-allo-texting-paused-android-messages|website=The Verge}}</ref>
 
ଡିସେମ୍ବର ୨୦୧୮ ମସିହାରେ ଗୁଗଲ ଏହି ଆଲୋକୁ ବନ୍ଦ କରିବା କଥା ଘୋଷଣା କରିଥିଲା, ଏବଂ ଏକ ନୂଆ ଅପଡେଟ ଜରିଆରେ ବ୍ୟବହାରକାରୀଙ୍କର ଜରୁରୀ ତଥ୍ୟ ଆଲୋରୁ କାଢ଼ିବା ପାଇଁ ବ୍ୟବସ୍ଥା କରିଥିଲା ।
"https://or.wikipedia.org/wiki/ଗୁଗଲ_ଆଲୋ"ରୁ ଅଣାଯାଇଅଛି