"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ମ୍ୱ +ମ୍ବ)
ଟିକେ Regular Character Changes
୩୨ କ ଧାଡ଼ି:
===ପ୍ରାଚୀନ ଯୁଗର ମହାନ ସୁଲତାନ===
 
୧୨୩୬ - ୧୨୪୦ ଭିତରେ ରଜିୟା ସୁଲତାନ [[ହିନ୍ଦୁସ୍ତାନ]]ରେ ଦିଲ୍ଲୀର ତଖ୍ତର ତାଜ ଥିଲେ । ଏହି ୪ ବର୍ଷ ଭିତରେ ସେ ନିଜ ବିରତା ଏବଂ ବଲ ଦ୍ୱାରାବଲଦ୍ୱାରା ଇତିହାସରେ ନିଜ ଉଚ୍ଚ ସ୍ଥାନ ଅଙ୍କିତ କରିଥିଲେ । ଜଣେ ମହିଳା ହୋଇ ସୁଲତାନ ହେବା ସେଥିପାଇଁ ମଧ୍ୟ ବହୁ ଜରୁରୀ ଅଟେ କି ସେ ହିନ୍ଦୁସ୍ଥାନର ପ୍ରଥମ ଏବଂ ଶେଷ ମହିଳା ସୁଲତାନ ଥିଲେ । ମହିଳା ହେବା କାରଣରୁ ହିଁ ସୁଲତାନ ସ୍ଥାନରେ ତାଙ୍କୁ ସୁଲତାନା ଡକା ଯାଉଥିଲା । କିନ୍ତୁ ଏହି ସୁଲତାନା କୌଣସି ପ୍ରକାରେ ହିନ୍ଦୁସ୍ଥାନର ସୁଲତାନ ମାନଙ୍କ ମଧ୍ୟରେ କାମ ନଥିଲେ । ରଜିୟା ନ କେବଳ ମୁଗଲ ଶାସନ ବ୍ୟତୀତ କୌଣସି ପ୍ରକାର ବ୍ୟବସ୍ଥାରେ ହିନ୍ଦୁସ୍ଥାନ ଉପରେ ଶାସନ କରୁଥିବା ଏକ ମାତ୍ର ମହିଳା ଥିଲେ । ହେଲାକି ଇତିହାସର ପୃଷ୍ଠାରେ କିଛି ଏହି ପ୍ରକାର ମହିଳା ମାନଙ୍କ ଉଦ୍ଦେଶ୍ୟରେ ମିଳିଥାଏ ଯେଉଁମାନେ ନିଜ ରିୟାସତର ଗାଦୀକୁ ସମ୍ଭାଳିଥିଲେ । କିନ୍ତୁ ପୁରୁଷ ପ୍ରଧାନ ସମାଜ ଏବଂ ଇତିହାସର କଲମକାର ମାନେ ସେମାନଙ୍କ ନାମ କୌଣସି ସ୍ଥାନରେ ଲୁଚାଇଦେଲେ , କିମ୍ବା ସେମାନଙ୍କୁ କୌଣସି ରାଜ କିମ୍ବା ସୁଲତାନଙ୍କ ପତ୍ନୀ ରୂପେ ଦେଖାଯାଇଥିଲା । କିନ୍ତୁ ରାଜିୟା ସୁଲତାନା ନିଜ ସାହସ ଏବଂ ଶକ୍ତି ବଳରେ ଏହି ଉପାଧି କମେଇଥିଲେ , ''"ସୁଲତାନା"ଙ୍କ ଉପାଧି'' ।
 
[[file:Coin of Razia Sultana.jpg|thumb|250px|ରଜିୟା ସୁଲତାନଙ୍କ ପଇସା]]